କିଏ ହେବେ ବିରୋଧୀ ଦଳ ନେତା? ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା
ଭୁବନେଶ୍ୱର,୧୯।୬: ବିଜେଡି ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା । ନବୀନ ପଟ୍ଟନାୟକ ହୋଇପାରନ୍ତି ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ବଛାଯିବା ପାଇଁ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି। ବହୁ ବିଧାୟକ ତାଙ୍କ ନାଁ ପ୍ରସ୍ତାବ ଦେଇଥିବା ମଧ୍ୟ କୁହାଯାଉଛି। ଅନ୍ୟପଟେ ଉପନେତା ଦୌଡରେ ବରିଷ୍ଠ ବିଧାୟକ […] The post କିଏ ହେବେ ବିରୋଧୀ ଦଳ ନେତା? ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା appeared first on Dharitri Odia News.
ଭୁବନେଶ୍ୱର,୧୯।୬: ବିଜେଡି ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା । ନବୀନ ପଟ୍ଟନାୟକ ହୋଇପାରନ୍ତି ବିରୋଧୀ ଦଳ ନେତା ।
ବିରୋଧୀ ଦଳ ନେତା ବଛାଯିବା ପାଇଁ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି। ବହୁ ବିଧାୟକ ତାଙ୍କ ନାଁ ପ୍ରସ୍ତାବ ଦେଇଥିବା ମଧ୍ୟ କୁହାଯାଉଛି।
ଅନ୍ୟପଟେ ଉପନେତା ଦୌଡରେ ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଆଗରେ ରହିଛି।
The post କିଏ ହେବେ ବିରୋଧୀ ଦଳ ନେତା? ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା appeared first on Dharitri Odia News.