କିଛି ଦିନ ପରେ ଦେଇଥାଆନ୍ତା ପରୀକ୍ଷା... ଏବେ ନିଆଁରେ ଜଳିଗଲା ବହିଖାତା, କାନ୍ଦି କହୁଛି ମୁଁ କେମିତି ପରୀକ୍ଷା ଦେବି..

ବିଳମ୍ବିତ ରାତିରେ ସବୁ କିଛି ଜଳି ପୋଡି ପାଉଁଶ ହୋଇଗଲା। ନିଆଁର ବେଗ ଏତେ ମାତ୍ରାରେ ଥିଲା କେହି କିଛି ବୁଝିବା ପୂବରୁ ଜୀବନ ବିକଳରେ ଘରଭିତରୁ ବାହାରକୁ ବାହାରି ଆସିଲେ। ଏଭଳି କିଛି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ୧୯ ମୁଖ୍ୟ ରାସ୍ତାର