କିଟ୍ ରେ ଇଫତାର ପାର୍ଟି, ଯୋଗଦେଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : କିଟ୍ ଶିକ୍ଷାନୁଷ୍ଠାନ ସମୁହ ଓ କିସ୍ ପକ୍ଷରୁ ଇଫତାର ପାର୍ଟି ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ରମଜାନ ମାସରେ ଆୟୋଜିତ ଏହି ଇଫତାର ପାର୍ଟିରେ କିଟ୍ ଶିକ୍ଷାନୁଷ୍ଠାନ ସମୁହରେ ପାଠ ପଢୁଥିବା ଭାରତ ସମେତ ବିଭିନ୍ନ ଦେଶର‌ ମୁସଲମାନ ସମ୍ପ୍ରଦାୟର ଛାତ୍ର ଛାତ୍ରୀ ଏବଂ କିଟ୍, କିସ୍ ଓ କିମ୍ସର ମୁସଲମାନ ସମ୍ପ୍ରଦାୟର କର୍ମଚାରୀ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍ […] The post କିଟ୍ ରେ ଇଫତାର ପାର୍ଟି, ଯୋଗଦେଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ appeared first on KNews Odisha.

କିଟ୍ ରେ ଇଫତାର ପାର୍ଟି, ଯୋଗଦେଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ
kiit

ଭୁବନେଶ୍ୱର : କିଟ୍ ଶିକ୍ଷାନୁଷ୍ଠାନ ସମୁହ ଓ କିସ୍ ପକ୍ଷରୁ ଇଫତାର ପାର୍ଟି ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ରମଜାନ ମାସରେ ଆୟୋଜିତ ଏହି ଇଫତାର ପାର୍ଟିରେ କିଟ୍ ଶିକ୍ଷାନୁଷ୍ଠାନ ସମୁହରେ ପାଠ ପଢୁଥିବା ଭାରତ ସମେତ ବିଭିନ୍ନ ଦେଶର‌ ମୁସଲମାନ ସମ୍ପ୍ରଦାୟର ଛାତ୍ର ଛାତ୍ରୀ ଏବଂ କିଟ୍, କିସ୍ ଓ କିମ୍ସର ମୁସଲମାନ ସମ୍ପ୍ରଦାୟର କର୍ମଚାରୀ ଯୋଗଦେଇଥିଲେ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ଓ କିସ୍ ରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରମଜାନ ମାସରେ ରୋଜା ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ସାମନ୍ତ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସିବିକେ ମହାନ୍ତି ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

The post କିଟ୍ ରେ ଇଫତାର ପାର୍ଟି, ଯୋଗଦେଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ appeared first on KNews Odisha.