କିସ ବିଶ୍ୱ ବିଦ୍ୟାଳୟରେ ବ୍ରିଜ ଇନଷ୍ଟିଚ୍ୟୁଟ ଓ IBMର ମିଳିତ ଆନୁକୂଲ୍ୟରେ କର୍ମଶାଳା
କିସ ବିଶ୍ୱ ବିଦ୍ୟାଳୟରେ ବ୍ରିଜ ଇନଷ୍ଟିଚ୍ୟୁଟ ଓ IBMର ମିଳିତ ଆନୁକୂଲ୍ୟରେ କର୍ମଶାଳା ଉଦଘାଟିତ ହୋଇଛି। ଜାନୁଆରି ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କର୍ମଶାଳା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାଷ୍ଟର ଟ୍ରେନରମାନେ କର୍ମଶାଳାରେ ଯୋଗ ଦେଇଥିଲେ। କର୍ମଶାଳା ଶେଷ ହେବା ପରେ ନିଜ ନିଜ ଅଞ୍ଚଳକୁ ଯାଇ ଏକଲକ୍ଷରୁ ଅଧିକ ଯୁବ ପୀଢିଙ୍କୁ ତାଲିମ ଦେବେ। ବ୍ରିଜ ଇନଷ୍ଟିଚ୍ୟୁଟ ଲଣ୍ଡନର ମୁଖ୍ୟ ଜେରୀ ପଲ କର୍ନର ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ କିସର […] The post କିସ ବିଶ୍ୱ ବିଦ୍ୟାଳୟରେ ବ୍ରିଜ ଇନଷ୍ଟିଚ୍ୟୁଟ ଓ IBMର ମିଳିତ ଆନୁକୂଲ୍ୟରେ କର୍ମଶାଳା appeared first on KNews Odisha.

କିସ ବିଶ୍ୱ ବିଦ୍ୟାଳୟରେ ବ୍ରିଜ ଇନଷ୍ଟିଚ୍ୟୁଟ ଓ IBMର ମିଳିତ ଆନୁକୂଲ୍ୟରେ କର୍ମଶାଳା ଉଦଘାଟିତ ହୋଇଛି। ଜାନୁଆରି ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କର୍ମଶାଳା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମାଷ୍ଟର ଟ୍ରେନରମାନେ କର୍ମଶାଳାରେ ଯୋଗ ଦେଇଥିଲେ। କର୍ମଶାଳା ଶେଷ ହେବା ପରେ ନିଜ ନିଜ ଅଞ୍ଚଳକୁ ଯାଇ ଏକଲକ୍ଷରୁ ଅଧିକ ଯୁବ ପୀଢିଙ୍କୁ ତାଲିମ ଦେବେ। ବ୍ରିଜ ଇନଷ୍ଟିଚ୍ୟୁଟ ଲଣ୍ଡନର ମୁଖ୍ୟ ଜେରୀ ପଲ କର୍ନର ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ କିସର ଚାନ୍ ସଲର ସତ୍ୟ ସୁନ୍ଦର ତ୍ରିପାଠୀ, ଭାଇସ ଚାନ୍ସଲର ପ୍ରଫେସର ଦୀପକ କୁମାର ବେହେରା, ରେଜିଷ୍ଚ୍ରାର ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।
The post କିସ ବିଶ୍ୱ ବିଦ୍ୟାଳୟରେ ବ୍ରିଜ ଇନଷ୍ଟିଚ୍ୟୁଟ ଓ IBMର ମିଳିତ ଆନୁକୂଲ୍ୟରେ କର୍ମଶାଳା appeared first on KNews Odisha.