କୁକୁଡା ଫାର୍ମରେ ଗାଢ ନିଦରେ ଶୋଇଥିଲେ ଯୁବକ ଶୋଇଥିଲେ ଯୁବକ ମୁଣ୍ଡ ଉପରେ ଏସିଡ ଢାଳିଦେଲେ ଦୁର୍ବୃତ୍ତ
ଯୁବକଙ୍କ ମୁଣ୍ଡ ଉପରେ ଏସିଡ ଢାଳିଦେଇ ମାରିଲେ ଫେରାର । ଯୁବକଙ୍କ ବିକଳ ଚିତ୍କାର ଶୁଣି ଧାଇଁ ଆସିଲେ ପରିବାର ସଦସ୍ୟ।ସେତେବେଳକୁ ଡିଆଁ ମାରି ଚମ୍ପଟ ମାରି ସାରିଥିଲେ ଦୁର୍ବୁତ୍ତ।ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିକଲେ ପରିବାର ଲୋକ