କୁମ୍ଭମେଳା ଉପରେ ଆତଙ୍କୀ ଆଖି  । ପ୍ରୟାଗରାଜକୁ ଜଗିବ ଏଆଇ କ୍ୟାମେରା ।

କନକ ବ୍ୟୁରୋ: କୁମ୍ଭମେଳାକୁ ଆତଙ୍କବାଦୀ କରିପାରନ୍ତି ଟାର୍ଗେଟ୍ । ଖଲିସ୍ତାନୀ ଆତଙ୍କୀ ପନ୍ନରୁ ଧମକ ପରେ ଏବେ କୁମ୍ଭମେଳାକୁ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟ ଟାର୍ଗେଟ୍ କରିପାରନ୍ତି । ଏନେଇ ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ । ଏଥିପାଇ ଏବେ କୁମ୍ଭାମେଳାର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଦାଯାଇଛି । ସ୍ବତନ୍ତ୍ର ୱାଚ୍ ଟାୱାର ସହ ପୁରା ମେଳାରେ ହଜାରେରୁ ଅଧିକ ହାଇଡେଫିନେସନ ଫେସ୍ ରେକଗନାଇଜର୍ କ୍ୟାମେରା ଖଞ୍ଜା ଯାଇଛି । 