କୁମ୍ଭମେଳାକୁ ଓଡ଼ିଶାରୁ ବସ୍ ସେବା ବାତିଲ କଲା OSRTC
ଭୁବନେଶ୍ବର: କୁମ୍ଭମେଳା ପାଇଁ OSRTC ପକ୍ଷରୁ ଓଡ଼ିଶାରୁ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ କରାଯାଇଥିଲା। ଯାହାକୁ ବାତିଲ କରି ଦିଆଯାଇଛି। ଆସନ୍ତା ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ବସ୍ ସେବା ବାତିଲି କରାଯାଇଛି। କୁମ୍ଭମେଳାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ OSRTC ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। IMPORTANT ANNOUNCEMENT ???? regarding OSRTC Special Bus Service to Ayodhya Details Below ????#MahaKumbhaMela #KumbhaMela #OSRTCSpecialBusServices pic.twitter.com/0jxF4e3YPB — ଓଡ଼ିଶା ରାଜ୍ୟ […]

ଭୁବନେଶ୍ବର: କୁମ୍ଭମେଳା ପାଇଁ OSRTC ପକ୍ଷରୁ ଓଡ଼ିଶାରୁ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ କରାଯାଇଥିଲା। ଯାହାକୁ ବାତିଲ କରି ଦିଆଯାଇଛି। ଆସନ୍ତା ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ବସ୍ ସେବା ବାତିଲି କରାଯାଇଛି। କୁମ୍ଭମେଳାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ OSRTC ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
IMPORTANT ANNOUNCEMENT
regarding OSRTC Special Bus Service to Ayodhya
Details Below
#MahaKumbhaMela #KumbhaMela #OSRTCSpecialBusServices pic.twitter.com/0jxF4e3YPB
— ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@OSRTC_Odisha) January 30, 2025
ସୂଚନାଯୋଗ୍ୟ, ଗତକାଲି ମୌନି ଅମାବାସ୍ୟାରେ କୁମ୍ଭମେଳାରେ ଦଳାଚକଟା ଘଟିଥିଲା । ଦଳାଚକଟାରେ ୩୦ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି। ଏପରି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି OSRTC ଓଡ଼ିଶାରୁ ଅଯୋଧ୍ୟା ଯାଉଥିବା ବସ୍ ସେବା ବାତିଲ କରାଯାଇଛି।
regarding OSRTC Special Bus Service to Ayodhya
