କୂଅରେ ପଡ଼ି ଦାଦା-ପୁତୁରା ମୃତ

ଖୋର୍ଦ୍ଧା : ଜଟଣୀ ଗୋଡା ଧର୍ମ ସାଗର ଅଞ୍ଚଳରେ ଘଟିଛି ଅଘଟଣ । କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି । ୧୮ ବର୍ଷୀୟ ପୁତୁରାକୁ କୂଅରୁ ଉଦ୍ଧାର କରିବାକୁ ଜାଇ ୫୦ ବର୍ଷୀୟ ଦାଦା ମଧ୍ୟ କୂଅରେ ପଡ଼ିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ପୁତୁରା ନିଖିଲ ନାୟକ ଓ ଦାଦା ଦୁଲା ନାୟକ ଉଭାୟଙ୍କୁ ଜଟଣୀ ଅଗ୍ନିଶମ ବିଭାଗ କର୍ମଚାରୀ କୂଅରୁ ବାହାର କରିବା ପରେ ସ୍ଥାନୀୟ […] The post କୂଅରେ ପଡ଼ି ଦାଦା-ପୁତୁରା ମୃତ appeared first on KNews Odisha.

କୂଅରେ ପଡ଼ି ଦାଦା-ପୁତୁରା ମୃତ
well

ଖୋର୍ଦ୍ଧା : ଜଟଣୀ ଗୋଡା ଧର୍ମ ସାଗର ଅଞ୍ଚଳରେ ଘଟିଛି ଅଘଟଣ । କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି । ୧୮ ବର୍ଷୀୟ ପୁତୁରାକୁ କୂଅରୁ ଉଦ୍ଧାର କରିବାକୁ ଜାଇ ୫୦ ବର୍ଷୀୟ ଦାଦା ମଧ୍ୟ କୂଅରେ ପଡ଼ିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ମୃତକ ପୁତୁରା ନିଖିଲ ନାୟକ ଓ ଦାଦା ଦୁଲା ନାୟକ ଉଭାୟଙ୍କୁ ଜଟଣୀ ଅଗ୍ନିଶମ ବିଭାଗ କର୍ମଚାରୀ କୂଅରୁ ବାହାର କରିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।  ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

The post କୂଅରେ ପଡ଼ି ଦାଦା-ପୁତୁରା ମୃତ appeared first on KNews Odisha.