ଓଡ଼ିଶା ବିଧାନସଭା ରେଜଲ୍ଟ : ବିଞ୍ଝାରପୁରରୁ ପ୍ରମିଳା, ଦଶପଲ୍ଲାରେ ରମେଶ ଓ ବରୀରୁ ବିଶ୍ବରଞ୍ଜନ ବିଜୟୀ
ଭୁବନେଶ୍ବର : ବିଞ୍ଝାରପୁର ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ ହୋଇଛନ୍ତି। ସେହିପରି ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ବିଜୟୀ ହୋଇଛନ୍ତି। ୫୨ ହଜାର ଭୋଟ୍ରେ ବିଶ୍ବରଂଜନ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଦଶପଲ୍ଲା ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ରମେଶ ବେହେରା ବିଜୟୀ ହୋଇଛନ୍ତି। ବାଲିଗୁଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ବିଜୟୀ ହୋଇଛନ୍ତି। ସେହିପରି ଘଷିପୁରା ବିଧାନସଭା ଆସନରେ ବିଜେଡି […]

ଭୁବନେଶ୍ବର : ବିଞ୍ଝାରପୁର ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ ହୋଇଛନ୍ତି। ସେହିପରି ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ବିଜୟୀ ହୋଇଛନ୍ତି। ୫୨ ହଜାର ଭୋଟ୍ରେ ବିଶ୍ବରଂଜନ ବିଜୟୀ ହୋଇଛନ୍ତି।
ଅନ୍ୟପଟେ ଦଶପଲ୍ଲା ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ରମେଶ ବେହେରା ବିଜୟୀ ହୋଇଛନ୍ତି। ବାଲିଗୁଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ବିଜୟୀ ହୋଇଛନ୍ତି। ସେହିପରି ଘଷିପୁରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ ହୋଇଥିବା ବେଳେ ପାଟକୁରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ ହୋଇଛନ୍ତି।