କୂଅରେ ପଡିଗଲେ ଜଙ୍ଗଲି ବାରହା, ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ
କେନ୍ଦୁଝର ୨୮/୧୦: କୂଅରେ ପଡିଗଲେ ଜଙ୍ଗଲି ବାରହା । ପାଖାପାଖି ୨୦ରୁ ଅଧିକ ବାରହା ଖସିପଡିଛନ୍ତି । ସେମାନେଙ୍କୁ ଉଦ୍ଧାର କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ଘଟିଛି ଏହି ଘଟଣା । ସୂଚନା ଥାଉକି,ବିଲରେ ଧାନ ଖାଇ ଫେରୁଥିବା ବେଳେ କୂଅରେ ଖସି ପଡିଥିଲେ ୨୦ରୁ ଅଧିକ ଜଙ୍ଗଲିଆ ବାରହା । ଖବର ପାଇ ବନ ବିଭାଗ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।
କେନ୍ଦୁଝର ୨୮/୧୦: କୂଅରେ ପଡିଗଲେ ଜଙ୍ଗଲି ବାରହା । ପାଖାପାଖି ୨୦ରୁ ଅଧିକ ବାରହା ଖସିପଡିଛନ୍ତି । ସେମାନେଙ୍କୁ ଉଦ୍ଧାର କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ଘଟିଛି ଏହି ଘଟଣା ।
ସୂଚନା ଥାଉକି,ବିଲରେ ଧାନ ଖାଇ ଫେରୁଥିବା ବେଳେ କୂଅରେ ଖସି ପଡିଥିଲେ ୨୦ରୁ ଅଧିକ ଜଙ୍ଗଲିଆ ବାରହା । ଖବର ପାଇ ବନ ବିଭାଗ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।