କେଉଁଠି ଗଣାହେବ ରତ୍ନଭଣ୍ଡାର ଅଳଙ୍କାର: ଜାଣନ୍ତୁ କ’ଣ କହିଲେ ଜଷ୍ଟିସ ରଥ

ପୁରୀ,୨୪।୭: ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ବୁଧବାର ପୁରୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ମଧ୍ୟ ଅଛନ୍ତି। ରତ୍ନଭଣ୍ଡାରରୁ ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଏହାର ଗଣତି ପାଇଁ ଏସ୍‌ଓପି ପ୍ରସ୍ତୁତ ହୋଇଛି। ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍ଆ‌ଇକୁ ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ। ପରେ ଅଳଙ୍କାରକୁ ରତ୍ନଭଣ୍ଡାରକୁ ନିଆଯାଇ ସେଠାରେ ହିଁ ଗଣତି କରାଯିବ । ଏନେଇ ଜଷ୍ଟିସ ରଥ […] The post କେଉଁଠି ଗଣାହେବ ରତ୍ନଭଣ୍ଡାର ଅଳଙ୍କାର: ଜାଣନ୍ତୁ କ’ଣ କହିଲେ ଜଷ୍ଟିସ ରଥ appeared first on Dharitri Odia News.

କେଉଁଠି ଗଣାହେବ ରତ୍ନଭଣ୍ଡାର ଅଳଙ୍କାର: ଜାଣନ୍ତୁ କ’ଣ କହିଲେ ଜଷ୍ଟିସ ରଥ

ପୁରୀ,୨୪।୭: ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ବୁଧବାର ପୁରୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ମଧ୍ୟ ଅଛନ୍ତି।
ରତ୍ନଭଣ୍ଡାରରୁ ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଏହାର ଗଣତି ପାଇଁ ଏସ୍‌ଓପି ପ୍ରସ୍ତୁତ ହୋଇଛି। ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍ଆ‌ଇକୁ ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ। ପରେ ଅଳଙ୍କାରକୁ ରତ୍ନଭଣ୍ଡାରକୁ ନିଆଯାଇ ସେଠାରେ ହିଁ ଗଣତି କରାଯିବ । ଏନେଇ ଜଷ୍ଟିସ ରଥ ସୂଚନା ଦେଇଛନ୍ତି ।

The post କେଉଁଠି ଗଣାହେବ ରତ୍ନଭଣ୍ଡାର ଅଳଙ୍କାର: ଜାଣନ୍ତୁ କ’ଣ କହିଲେ ଜଷ୍ଟିସ ରଥ appeared first on Dharitri Odia News.