କେଏଲପିଏସ ସ୍କୁଲରେ ଉତ୍କଳ ଦିବସ ପାଳିତ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଲାଏନ୍ସ ପବ୍ଲିକ ସେକେଣ୍ଡାରୀ ସ୍କୁଲରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ବକୃତା ପତ୍ରିଯୋଗୀତା ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଶିବଶଙ୍କର ଦାସ, ସତ୍ୟ ମହାପାତ୍ର ଆରତୀ ରଥ ଓ ସୁରେଶ ପାଣିଗ୍ରାହୀ ଉତ୍କଳ ଦିବସ ପାଳନ ଉପରେ ଆଲୋକପାତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ଲୋପାମୁଦ୍ରା ମିଶ୍ର। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସ୍କୁଲ ଅଧକ୍ଷ ଭି ଭି ଆର ମୂର୍ତ୍ତି. ପରେ ଛାତ୍ରୀ ମାନଙ୍କ ଦ୍ୱାରା […]

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଲାଏନ୍ସ ପବ୍ଲିକ ସେକେଣ୍ଡାରୀ ସ୍କୁଲରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ବକୃତା ପତ୍ରିଯୋଗୀତା ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଶିବଶଙ୍କର ଦାସ, ସତ୍ୟ ମହାପାତ୍ର ଆରତୀ ରଥ ଓ ସୁରେଶ ପାଣିଗ୍ରାହୀ ଉତ୍କଳ ଦିବସ ପାଳନ ଉପରେ ଆଲୋକପାତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ଲୋପାମୁଦ୍ରା ମିଶ୍ର। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସ୍କୁଲ ଅଧକ୍ଷ ଭି ଭି ଆର ମୂର୍ତ୍ତି. ପରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।