କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣା: ସ୍ବୀକାର କଲା ଏଏପି

ନୂଆଦିଲ୍ଲୀ,୧୪।୫:ଦଳର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମରାଯାଇଥିବା ଘଟଣାକୁ ସ୍ବୀକାର କରିଛି ଆମ ଆଦମୀ ପାର୍ଟି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ କେଜରିୱାଲ ଗୁରୁତର ସହ ନେଇ ତାଙ୍କ ପିଏସ ବୈଭବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ବୋଲି ଏଏପି କହିଛି। ସୂଚନାଥାଉ କି, ସୋମବାର ସକାଳେ ଏପରି ଘଟଣା ଘଟିଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏଏପି ପକ୍ଷରୁ ଘଟଣାକୁ […] The post କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣା: ସ୍ବୀକାର କଲା ଏଏପି appeared first on Dharitri Odia News.

କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣା: ସ୍ବୀକାର କଲା ଏଏପି

ନୂଆଦିଲ୍ଲୀ,୧୪।୫:ଦଳର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମରାଯାଇଥିବା ଘଟଣାକୁ ସ୍ବୀକାର କରିଛି ଆମ ଆଦମୀ ପାର୍ଟି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ କେଜରିୱାଲ ଗୁରୁତର ସହ ନେଇ ତାଙ୍କ ପିଏସ ବୈଭବ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ବୋଲି ଏଏପି କହିଛି।

ସୂଚନାଥାଉ କି, ସୋମବାର ସକାଳେ ଏପରି ଘଟଣା ଘଟିଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏଏପି ପକ୍ଷରୁ ଘଟଣାକୁ ସ୍ବୀକାର କରାଯାଇଛି।

The post କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣା: ସ୍ବୀକାର କଲା ଏଏପି appeared first on Dharitri Odia News.