କେଜ୍‌ରିଓ୍ବାଲଙ୍କୁ ଶାହାଙ୍କ ଜବାବ: ୨୦୨୯ ପରେ ବି ମୋଦି ଆମ ନେତୃତ୍ୱ ନେବେ…

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ମୋଦି ୨୦୨୯ ଯାଏ ପଦରେ ରହିବେ, ୨୦୨୯ ପରେ ମଧ୍ୟ ଭାଜପାର ନେତୃତ୍ୱ ନେବେ। କିଛି ଏଭଳି କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦାବିର ଜବାବ ରଖିଛନ୍ତି ଅମିତ ଶାହା। ପ୍ରକାଶ ଯେ, କେଜ୍‌ରିଓ୍ବାଲ ଜାମିନରେ ମୁକୁଳିବା ପରେ ଭାଜପାକୁ ଟାର୍ଗେଟ କରି ଅନେକ ଦାବି କରିଥିଲେ। ସେଥିରୁ ଗୋଟିଏ ଥିଲା ଯେ ମୋଦି ୭୫ ବର୍ଷର ହେବାକୁ ଯାଉଥିବାରୁ ସେ ଅବସର ନେବେ। ତାଙ୍କ ସ୍ଥାନରେ ଶାହା ପ୍ରଧାନମନ୍ତ୍ରୀ ହେବେ ବୋଲି […] The post କେଜ୍‌ରିଓ୍ବାଲଙ୍କୁ ଶାହାଙ୍କ ଜବାବ: ୨୦୨୯ ପରେ ବି ମୋଦି ଆମ ନେତୃତ୍ୱ ନେବେ… appeared first on Dharitri Odia News.

କେଜ୍‌ରିଓ୍ବାଲଙ୍କୁ ଶାହାଙ୍କ ଜବାବ: ୨୦୨୯ ପରେ ବି ମୋଦି ଆମ ନେତୃତ୍ୱ ନେବେ…

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ମୋଦି ୨୦୨୯ ଯାଏ ପଦରେ ରହିବେ, ୨୦୨୯ ପରେ ମଧ୍ୟ ଭାଜପାର ନେତୃତ୍ୱ ନେବେ। କିଛି ଏଭଳି କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦାବିର ଜବାବ ରଖିଛନ୍ତି ଅମିତ ଶାହା।

ପ୍ରକାଶ ଯେ, କେଜ୍‌ରିଓ୍ବାଲ ଜାମିନରେ ମୁକୁଳିବା ପରେ ଭାଜପାକୁ ଟାର୍ଗେଟ କରି ଅନେକ ଦାବି କରିଥିଲେ। ସେଥିରୁ ଗୋଟିଏ ଥିଲା ଯେ ମୋଦି ୭୫ ବର୍ଷର ହେବାକୁ ଯାଉଥିବାରୁ ସେ ଅବସର ନେବେ। ତାଙ୍କ ସ୍ଥାନରେ ଶାହା ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଥିଲେ। ଏବେ ସେ ଏହାର ପ୍ରତିକ୍ରିୟା ଦେଇଛନ୍ତି।

The post କେଜ୍‌ରିଓ୍ବାଲଙ୍କୁ ଶାହାଙ୍କ ଜବାବ: ୨୦୨୯ ପରେ ବି ମୋଦି ଆମ ନେତୃତ୍ୱ ନେବେ… appeared first on Dharitri Odia News.