କେନାଲକୁ ଡେଇଁ ପଡ଼ିଲେ ଯୁବକ

କଟକ,୧୯ା୮(କାର୍ତ୍ତିକ ସାହୁ): କଟକ ଜିଲା ଜଗତପୁର-ମଧୁପୁର ବ୍ରିଜ୍‌ ଉପରୁ ସୋମବାର ଜଣେ ଯୁବକ କେନାଲକୁ ଡେଇଁ ପଡ଼ିଛନ୍ତି। ନିଖୋଜ ଯୁବକ ଜଣକ ବିହାରର ବିଟ୍ସ କୁମାର ଯାଦବ(୧୯) ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ଡେଇଁଲେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ଚାଉଲିଆଗଞ୍ଜ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିନାହିଁ। The post କେନାଲକୁ ଡେଇଁ ପଡ଼ିଲେ ଯୁବକ appeared first on Dharitri Odia News.

କେନାଲକୁ ଡେଇଁ ପଡ଼ିଲେ ଯୁବକ

କଟକ,୧୯ା୮(କାର୍ତ୍ତିକ ସାହୁ): କଟକ ଜିଲା ଜଗତପୁର-ମଧୁପୁର ବ୍ରିଜ୍‌ ଉପରୁ ସୋମବାର ଜଣେ ଯୁବକ କେନାଲକୁ ଡେଇଁ ପଡ଼ିଛନ୍ତି। ନିଖୋଜ ଯୁବକ ଜଣକ ବିହାରର ବିଟ୍ସ କୁମାର ଯାଦବ(୧୯) ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ଡେଇଁଲେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି।

ଚାଉଲିଆଗଞ୍ଜ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିନାହିଁ।

The post କେନାଲକୁ ଡେଇଁ ପଡ଼ିଲେ ଯୁବକ appeared first on Dharitri Odia News.