କେନାଲ୍‌ ଭିତରକୁ ଖସିଲା ଯାତ୍ରୀବାହୀ ବସ୍‌ । ଯାତ୍ରୀଙ୍କୁ ଉଦ୍ଧାର ଜାରି ।

କନକ ବ୍ୟୁରୋ: କଟକରୁ ଜମୁ ଯାଉଥିବା ବେଳେ କେନାଲ୍‌ ଭିତରକୁ ଖସି ପଡ଼ିଲା ବସ୍‌ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଡ଼ପଡ଼ା ଠାରେ ଘଟିଲା ଏହି ବସ୍‌ ଦୁର୍ଘଟଣା । ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହାକୁ ନେଇ କୌଣସି ସୂଚନା ମିଳିପାରିନାହିଁ । ପ୍ରାଥମିକ ସୂଚନା ମୁତାବକ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । 