କେନ୍ଦ୍ରାପଡ଼ା ଏସପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ରାଜନଗର ଥାନାର ASI ଙ୍କୁ କଲେ ନିଲମ୍ବିତ
ରାଜନଗର: ରାଜନଗର ଥାନାର ASI ନରେନ୍ଦ୍ର କୁମାର ସଂହ ନିଲମ୍ବିତ । ଗତ ୨୮ ତାରିଖ ରାତିରେ ହଂସିଣା ଗୁଳା ଗାଁର ବ୍ୟବସାୟୀ ପ୍ରମୋଦ ବିଶ୍ଵାଳଙ୍କୁ ବିନା କାରଣରେ ମାଡମାରୀ ଲହୁ ଲୁହାଣ କରିଥିଲେ। ଏହା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆ ।