କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିନୀଲ କ୍ରିଷ୍ଣା
ଭୁବନେଶ୍ୱର: ବରିଷ୍ଠ ଓଡ଼ିଶା-କ୍ୟାଡର ଆଇଏଏସ୍ ଅଧିକାରୀ ଭିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ। ସୂଚନା ଅନୁଯାୟୀ, ତାଙ୍କୁ ପାଞ୍ଚ ବର୍ଷ ପାଇଁ କ୍ରୀଡ଼ା ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ୪୧ ଜଣ ଅଫିସରଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଭିନୀଲ କ୍ରିଷ୍ଣା ରହିଛନ୍ତି। The post କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିନୀଲ କ୍ରିଷ୍ଣା appeared first on Odisha.News.
ଭୁବନେଶ୍ୱର: ବରିଷ୍ଠ ଓଡ଼ିଶା-କ୍ୟାଡର ଆଇଏଏସ୍ ଅଧିକାରୀ ଭିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ। ସୂଚନା ଅନୁଯାୟୀ, ତାଙ୍କୁ ପାଞ୍ଚ ବର୍ଷ ପାଇଁ କ୍ରୀଡ଼ା ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଛି।
ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ୪୧ ଜଣ ଅଫିସରଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଭିନୀଲ କ୍ରିଷ୍ଣା ରହିଛନ୍ତି।
The post କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିନୀଲ କ୍ରିଷ୍ଣା appeared first on Odisha.News.