କେବଳ ଚାଉଳ ନୁହେଁ ରାସନ କାର୍ଡରେ ଆଉ ୯ଟି ସାମଗ୍ରୀ ମଧ୍ୟ ମିଳିବ ମାଗଣା

ନୂଆଦିଲ୍ଲୀ: ଭାରତ ସରକାର ରାସନକାର୍ଡଧାରୀଙ୍କ ପାଇଁ ଏବେ ୯ଟି ସାମଗ୍ରୀ ମାଗଣା କରିଦେଇଛନ୍ତି। ଅର୍ଥାତ କେବଳ ଚାଉଳ ନୁହେଁ ଯେଉଁମାନଙ୍କର ରାସନ କାର୍ଡ ରହିଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ୯ଟି ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ। ତେବେ ଆସନ୍ତୁ ଜାଣିବା ସରକାରଙ୍କ ପକ୍ଷରୁ ରାସନ କାର୍ଡରେ ଏବେ କେଉଁ ସବୁ ସାମଗ୍ରୀ ମିଳିବ। ସରକାର ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେଉଛନ୍ତି, ଏଥିରେ ରାସନ କାର୍ଡ ଧାରିଙ୍କୁ ଏପର୍ଯ୍ୟନ୍ତ କେବଳ ଚାଉଳ ଓ ଗହମ ମିଳୁଥିଲା। ହେଲେ ଏବେ ରାସନ କାର୍ଡରେ ୯ଟି ଜିନିଷ ମଗାଣା ମିଳିବ। ଫଳରେ ରାସନକାର୍ଡଧାରୀ ୯୦ କୋଟି ଲୋକେ ଉପକୃତ ହୋଇପାରିବେ ଓ ସେମାନଙ୍କ ଜୀବନଧାରଣ ମାନ ବଦଳିବ। ପୂର୍ବରୁ ରାସନ କାର୍ଡରେ କେବଳ ଗହମ ଓ ଚାଉଳ ମିଳୁଥିଲା। ହେଲେ ଏବେ ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଓ ମସଲା ବି ଯୋଗାଇ ଦେବେ। ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସରକାର ରାସନ ଯୋଜନାରେ ଏହି ପରିବର୍ତ୍ତନ କରିଛନ୍ତି। ଯାହା ଆଗାମୀ ଦିନରେ ବିତରକଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ।  

କେବଳ ଚାଉଳ ନୁହେଁ ରାସନ କାର୍ଡରେ ଆଉ ୯ଟି ସାମଗ୍ରୀ ମଧ୍ୟ ମିଳିବ ମାଗଣା

ନୂଆଦିଲ୍ଲୀ: ଭାରତ ସରକାର ରାସନକାର୍ଡଧାରୀଙ୍କ ପାଇଁ ଏବେ ୯ଟି ସାମଗ୍ରୀ ମାଗଣା କରିଦେଇଛନ୍ତି। ଅର୍ଥାତ କେବଳ ଚାଉଳ ନୁହେଁ ଯେଉଁମାନଙ୍କର ରାସନ କାର୍ଡ ରହିଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ୯ଟି ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ। ତେବେ ଆସନ୍ତୁ ଜାଣିବା ସରକାରଙ୍କ ପକ୍ଷରୁ ରାସନ କାର୍ଡରେ ଏବେ କେଉଁ ସବୁ ସାମଗ୍ରୀ ମିଳିବ। 

ସରକାର ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେଉଛନ୍ତି, ଏଥିରେ ରାସନ କାର୍ଡ ଧାରିଙ୍କୁ ଏପର୍ଯ୍ୟନ୍ତ କେବଳ ଚାଉଳ ଓ ଗହମ ମିଳୁଥିଲା। ହେଲେ ଏବେ ରାସନ କାର୍ଡରେ ୯ଟି ଜିନିଷ ମଗାଣା ମିଳିବ। ଫଳରେ ରାସନକାର୍ଡଧାରୀ ୯୦ କୋଟି ଲୋକେ ଉପକୃତ ହୋଇପାରିବେ ଓ ସେମାନଙ୍କ ଜୀବନଧାରଣ ମାନ ବଦଳିବ। 

ପୂର୍ବରୁ ରାସନ କାର୍ଡରେ କେବଳ ଗହମ ଓ ଚାଉଳ ମିଳୁଥିଲା। ହେଲେ ଏବେ ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଓ ମସଲା ବି ଯୋଗାଇ ଦେବେ। ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସରକାର ରାସନ ଯୋଜନାରେ ଏହି ପରିବର୍ତ୍ତନ କରିଛନ୍ତି। ଯାହା ଆଗାମୀ ଦିନରେ ବିତରକଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ।