କେବେ ଜାଗିବ ମଣିଷପଣିଆ ?
ଝିଅ ମାନେ ପରଜାତିରେ ବିବାହ ହେଲେ ବୋଲି ମୃତ୍ୟୁ ପରେ ମା’କୁ ମିଳିଲାନି ଚାରି କାନ୍ଧ। ଶେଷରେ ବୃଦ୍ଧା ମା’ର ମରଶରୀର ମଶାଣି ଯାଏଁ ଟ୍ରଲିରେ ବୁହା ହୋଇଗଲା। ଅଭିଯୋଗ ଆସିଛି, ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ।