କେବେ ସତ ହେବ ରେଙ୍ଗାଲି ଦ୍ବିତୀୟ ସେତୁ ସ୍ବପ୍ନ ?

ବାରମ୍ବାର ଶୁଭ ଦିଆଯାଉଛି, କୋଟି କୋଟିରେ ବଜେଟ୍ ବଢ଼ୁଛି । ହେଲେ ସରିବାର ନାଁ ଧରୁନି ରେଙ୍ଗାଲି ଦ୍ବିତୀୟ ସେତୁ ନିର୍ମାଣ କାମ । ୧ କିଲୋମିଟର ବ୍ରିଜ୍ ନହେବାରୁ ବୁଲିବାକୁ ପଡ଼ୁଛି ୫୦ କିଲୋମିଟର ବାଟ ।

କେବେ ସତ ହେବ ରେଙ୍ଗାଲି ଦ୍ବିତୀୟ ସେତୁ ସ୍ବପ୍ନ ?
Array