କେମିତି ଅଛନ୍ତି ହିଞ୍ଜିଳି ନିର୍ବାଚନମଣ୍ଡଳୀର ଜନସାଧାରଣ ? 

ହିଞ୍ଜିଳି ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ।

କେମିତି ଅଛନ୍ତି ହିଞ୍ଜିଳି ନିର୍ବାଚନମଣ୍ଡଳୀର ଜନସାଧାରଣ ? 

ହିଞ୍ଜିଳି ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। ଏହି ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ହିଞ୍ଜିଳି ନିର୍ବାଚନମଣ୍ଡଳୀର ଜନସାଧାରଣ ? ନିର୍ବାଚନ ପାଖେଇ ଆସିଥିବା ବେଳେ କଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ମୁଡ୍। ଖୋଦ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ କରୁଛନ୍ତି। ଲୋକେ ସରକାରୀ ଯୋଜନାରେ କେତେ ଉପକୃତ ହୋଇଛନ୍ତି ନା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସାରୁ ଗ୍ରାମର ଲୋକେ କଣ କହୁଛନ୍ତି ଶୁଣନ୍ତୁ....