କେମିତି ସେ ମା, ଝିଅକୁ ପୋଖରୀ ହୁଡାରେ ଛାଡ଼ି ଚାଲିଗଲା ? Infant girl child rescued, Mayurbhanj.
କେମିତି ସେ ମା, ଝିଅକୁ ପୋଖରୀ ହୁଡାରେ ଛାଡ଼ି ଚାଲିଗଲା ? ପୁଣି ଅଲୋଡ଼ା ଶିଶୁ କନ୍ୟା , ନବଜାତ ଶିଶୁ କନ୍ୟାକୁ ପୋଖରୀ ହୁଡ଼ା ଉପରେ ଶୁଆଇଦେଇ ଛାଡ଼ି ଚାଲିଗଲା ମାଆ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲାର ଶୁକ୍ରୁଳି