କେରଳରେ ପ୍ରକୃତିର କରାଳ ରୂପ, ମୃତ୍ୟୁସଂଖ୍ୟା ୩୦୦ ଟପିଲା
ଥିରୁଭାନନ୍ତପୁରମ୍,୨ା୮: କେରଳର ଓ୍ବାୟନାଡ୍ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦୦ ଟପିଥିବା ବେଳେ ୧୯୦ଟି ମୃତଦେହ ଉଦ୍ଧାର କରାଯାଇଛି। ୨୦୦ରୁ ଅଧିକ ଏବେ ବି ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। The post କେରଳରେ ପ୍ରକୃତିର କରାଳ ରୂପ, ମୃତ୍ୟୁସଂଖ୍ୟା ୩୦୦ ଟପିଲା appeared first on Dharitri Odia News.
ଥିରୁଭାନନ୍ତପୁରମ୍,୨ା୮: କେରଳର ଓ୍ବାୟନାଡ୍ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦୦ ଟପିଥିବା ବେଳେ ୧୯୦ଟି ମୃତଦେହ ଉଦ୍ଧାର କରାଯାଇଛି। ୨୦୦ରୁ ଅଧିକ ଏବେ ବି ନିଖୋଜ ଅଛନ୍ତି।
ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
The post କେରଳରେ ପ୍ରକୃତିର କରାଳ ରୂପ, ମୃତ୍ୟୁସଂଖ୍ୟା ୩୦୦ ଟପିଲା appeared first on Dharitri Odia News.