କେଶ ଝଡୁଛି କି ? ଦୂରେଇ ରୁହନ୍ତୁ ଏହି ଖାଦ୍ୟରୁ...
ନୂଆଦିଲ୍ଲୀ ୦୬।୦୩: ପାଣିପାଗ କିମ୍ବା ଯତ୍ନର ଅଭାବ ଯୋଗୁଁ କେଶ ଝଡିବା ଆରମ୍ଭ ହୁଏ । ରିସର୍ଚ୍ଚ ଅନୁଯାୟୀ ଖାଦ୍ୟ ଅଭାବ ଯୋଗୁଁ କେଶ ଦୁର୍ବଳ ହେବାକୁ ଲାଗେ । ବ୍ୟସ୍ତବହୁଳ ଜୀବନଶୈଳୀ କିମ୍ବା ଭୁଲ ଖାଦ୍ୟ ଅଭ୍ୟାସ ହେତୁ କେଶ ଦୁର୍ବଳ ହୁଏ । ଏପରି କିଛି ଖାଦ୍ୟ ରହଛି ଯାହା କେବଳ ଚର୍ମ, ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ କ୍ଷତିକାରକ । {"id":917788,"width":840,"height":1120,"sizeSlug":"large","linkDestination":"none"} ଅଧ୍ୟୟନ ଅନୁଯାୟୀ ଅତ୍ୟଧିକ ଚିନି ଖାଇବା କେବଳ ସ୍ୱାସ୍ଥ୍ୟ ପ୍ରତି ବିପଦ ନୁହେଁ ବରଂ କେଶ ପାଇଁ ମଧ୍ୟ ବିପଦ । ଚିନି ଅଧିକ ଖାଇଲେ କେଶ ଝଡ଼ିଥାଏ । ବ୍ରେଡ୍ କିମ୍ବା ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ହଜମ କରିବା ପାଇଁ ଅଧିକ ଇନସୁଲିନ୍ ନିର୍ଗତ ହୁଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏପରି କ୍ରମାଗତ ହେଲେ କେଶ ଝଡିବା ଆରମ୍ଭ ହୁଏ । {"id":917789,"sizeSlug":"full","linkDestination":"none"} କେଶ ପାଇଁ ଆବଶ୍ୟକ କେରାଟିନ ଉତ୍ପାଦନରେ ସମସ୍ୟା ସୃଷ୍ଟି କରେ ଆଲକହଲ୍ । ଏହା କେଶ ନଷ୍ଟ ହେବାର କାରଣ ହୋଇଥାଏ । କେଶକୁ କଳା ଏବଂ ମୋଟା କରିବା ପାଇଁ ସବୁଜ ପନିପରିବା, ଫଳ ଏବଂ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ୍ । ଏଗୁଡିକ ଖାଇବା ଦ୍ବାରା ଶରୀର, ଚର୍ମ ଏବଂ କେଶକୁ ପୋଷଣ ମିଳିଥାଏ । {"id":917791,"width":839
ନୂଆଦିଲ୍ଲୀ ୦୬।୦୩: ପାଣିପାଗ କିମ୍ବା ଯତ୍ନର ଅଭାବ ଯୋଗୁଁ କେଶ ଝଡିବା ଆରମ୍ଭ ହୁଏ । ରିସର୍ଚ୍ଚ ଅନୁଯାୟୀ ଖାଦ୍ୟ ଅଭାବ ଯୋଗୁଁ କେଶ ଦୁର୍ବଳ ହେବାକୁ ଲାଗେ । ବ୍ୟସ୍ତବହୁଳ ଜୀବନଶୈଳୀ କିମ୍ବା ଭୁଲ ଖାଦ୍ୟ ଅଭ୍ୟାସ ହେତୁ କେଶ ଦୁର୍ବଳ ହୁଏ । ଏପରି କିଛି ଖାଦ୍ୟ ରହଛି ଯାହା କେବଳ ଚର୍ମ, ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ କ୍ଷତିକାରକ ।

ଅଧ୍ୟୟନ ଅନୁଯାୟୀ ଅତ୍ୟଧିକ ଚିନି ଖାଇବା କେବଳ ସ୍ୱାସ୍ଥ୍ୟ ପ୍ରତି ବିପଦ ନୁହେଁ ବରଂ କେଶ ପାଇଁ ମଧ୍ୟ ବିପଦ । ଚିନି ଅଧିକ ଖାଇଲେ କେଶ ଝଡ଼ିଥାଏ । ବ୍ରେଡ୍ କିମ୍ବା ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ହଜମ କରିବା ପାଇଁ ଅଧିକ ଇନସୁଲିନ୍ ନିର୍ଗତ ହୁଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏପରି କ୍ରମାଗତ ହେଲେ କେଶ ଝଡିବା ଆରମ୍ଭ ହୁଏ ।
{"id":917789,"sizeSlug":"full","linkDestination":"none"}

କେଶ ପାଇଁ ଆବଶ୍ୟକ କେରାଟିନ ଉତ୍ପାଦନରେ ସମସ୍ୟା ସୃଷ୍ଟି କରେ ଆଲକହଲ୍ । ଏହା କେଶ ନଷ୍ଟ ହେବାର କାରଣ ହୋଇଥାଏ । କେଶକୁ କଳା ଏବଂ ମୋଟା କରିବା ପାଇଁ ସବୁଜ ପନିପରିବା, ଫଳ ଏବଂ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ୍ । ଏଗୁଡିକ ଖାଇବା ଦ୍ବାରା ଶରୀର, ଚର୍ମ ଏବଂ କେଶକୁ ପୋଷଣ ମିଳିଥାଏ ।
{"id":917791,"width":839,"height":629,"sizeSlug":"full","linkDestination":"none"}

କେଶକୁ ସୁସ୍ଥ ରଖିବା ପାଇଁ ଡେଲି ହେୟାର ରୁଟିନ୍ ବ୍ୟତୀତ ମାସ୍କ କିମ୍ବା ଆଲୋଭେରା ଜେଲ୍ ପରି ଘରୋଇ ଉପଚାର ଆପଣାନ୍ତୁ । ଏହାବ୍ୟତୀତ ଅଧିକରୁ ଅଧିକ ପାଣି ପିଇବା ଉଚିତ୍ ।
You Can Read:
wp:embed {"url":"https://www.prameyanews7.com/how-many-cup-green-tea-drink-in-a-day-for-weight-loss/","type":"wp-embed","providerNameSlug":"prameya-news-7"}