କୋଇଲା ଦୁର୍ନୀତି ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ ଯୋଗେଶ ସିଂ, ସିବିଆଇ ତଦନ୍ତ କରିବାକୁ ଦାବି

ଭୁବନେଶ୍ବର ୧୪।୫: କୋଇଲା ଦୁର୍ନୀତି ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ବିଜେଡ଼ି ବିଧାୟକ ଯୋଗେଶ ସିଂ । କୋଇଲା ଦୁର୍ନୀତି ନେଇ ତଦନ୍ତ କରିବାକୁ ଖୋଦ୍ ଖଣି ମନ୍ତ୍ରୀ ଗଲେ, ହେଲେ ତାହାର ଫଳାଫଳ ଜଣା ପଡ଼ିଲାନି । ଯେଉଁମାନେ ଘରକୁ ଜାଳେଣୀ ପାଇଁ କୋଇଲା ନେଉଛନ୍ତି ସେମାନଙ୍କୁ ସରକାର ଗିରଫ କରିଛନ୍ତି । କିନ୍ତୁ ମୁଖ୍ୟ ବଡ ବଡ଼ ପୁଞ୍ଜିପତି ମାନଙ୍କୁ ଛାଡି ଦେଇଛନ୍ତି । ଛୋଟ ଛୋଟ ଲୋକଙ୍କୁ ମାଡ଼ ବଡ଼ ଛାଡ଼ ନୀତିରେ ସରକାର ଚାଲିଛନ୍ତି । ସରକାର ମ୍ୟାନେଜର ହୋଇଛନ୍ତି । ଏହାକୁ ଚପାଇବାକୁ ମୋଟା ଅଙ୍କର ଟଙ୍କା କାରବାର ହୋଇଛି । କୋଇଲା ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବିଧାୟକ ଯୋଗେଶ ସିଂ ।You Can Read:ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ

କୋଇଲା ଦୁର୍ନୀତି ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ ଯୋଗେଶ ସିଂ, ସିବିଆଇ ତଦନ୍ତ କରିବାକୁ ଦାବି

ଭୁବନେଶ୍ବର : କୋଇଲା ଦୁର୍ନୀତି ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ବିଜେଡ଼ି ବିଧାୟକ ଯୋଗେଶ ସିଂ । କୋଇଲା ଦୁର୍ନୀତି ନେଇ ତଦନ୍ତ କରିବାକୁ ଖୋଦ୍ ଖଣି ମନ୍ତ୍ରୀ ଗଲେ, ହେଲେ ତାହାର ଫଳାଫଳ ଜଣା ପଡ଼ିଲାନି । ଯେଉଁମାନେ ଘରକୁ ଜାଳେଣୀ ପାଇଁ କୋଇଲା ନେଉଛନ୍ତି ସେମାନଙ୍କୁ ସରକାର ଗିରଫ କରିଛନ୍ତି । କିନ୍ତୁ ମୁଖ୍ୟ ବଡ ବଡ଼ ପୁଞ୍ଜିପତି ମାନଙ୍କୁ ଛାଡି ଦେଇଛନ୍ତି । ଛୋଟ ଛୋଟ ଲୋକଙ୍କୁ ମାଡ଼ ବଡ଼ ଛାଡ଼ ନୀତିରେ ସରକାର ଚାଲିଛନ୍ତି । ସରକାର ମ୍ୟାନେଜର ହୋଇଛନ୍ତି । ଏହାକୁ ଚପାଇବାକୁ ମୋଟା ଅଙ୍କର ଟଙ୍କା କାରବାର ହୋଇଛି । କୋଇଲା ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବିଧାୟକ ଯୋଗେଶ ସିଂ ।

You Can Read:

ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ