କୋକସରା ବ୍ଲକ ରୁ ଭୁପେନ୍ଦ୍ର ଘି ମାଟ୍ରିକ ଟପ୍ପର।
କଳାହାଣ୍ଡି:୨୬/୦୫ ରବିବାର ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ପାଶ ହାର ୯୬.୦୭ ରହିଛି। ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ରହିଛନ୍ତି। ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଛି। କୋକସରା ବ୍ଲକ ରୁ ଜବାହାର ଉଚ୍ଚ ବିଦ୍ୟାଳୟ […] The post କୋକସରା ବ୍ଲକ ରୁ ଭୁପେନ୍ଦ୍ର ଘି ମାଟ୍ରିକ ଟପ୍ପର। appeared first on Odisha.News.

କଳାହାଣ୍ଡି:୨୬/୦୫
ରବିବାର ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ପାଶ ହାର ୯୬.୦୭ ରହିଛି। ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ରହିଛନ୍ତି। ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଛି। କୋକସରା ବ୍ଲକ ରୁ ଜବାହାର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଭୁପେନ୍ଦ୍ର ଘି ୪୯୯ ମାର୍କ ରଖି ୮୩.୧୬ ରଖି ବ୍ଲକ ପାଇଁ ମାଟ୍ରିକ ପରୀକ୍ଷା ରେ ଟପ୍ପର ହୋଇଛନ୍ତି। ଜବାହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭୁପେନ୍ଦ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post କୋକସରା ବ୍ଲକ ରୁ ଭୁପେନ୍ଦ୍ର ଘି ମାଟ୍ରିକ ଟପ୍ପର। appeared first on Odisha.News.