କୋରାପୁଟରେ ସକାଳୁଆ ସ୍କୁଲ ବନ୍ଦ, ସୂଚନା ଦେଲେ ଜିଲ୍ଲା ଶିକ୍ଷାଧିକାରୀ

କୋରାପୁଟ: କୋରାପୁଟରେ ହାଡ଼ଭଙ୍ଗା ଶୀତକୁ ଦୃଷ୍ଟିରେ ରଖି ଶନିବାର ସକାଳୁଆ ସ୍କୁଲ ବନ୍ଦ କରାଯାଇଛି। କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ଶନିବାର ୧୦ଟାରୁ ଖୋଲିବ।୨୦୨୫ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ୍ ବନ୍ଦ ରହିବ। ଏନେଇ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ।