କୋରାପୁଟରେ ସର୍ବାଧିକ ବର୍ଷା, ଭାଙ୍ଗିଲା ଯାତ୍ରୀ ପ୍ରତୀକ୍ଷାଳୟ
କୋରାପୁଟ,୨ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ବୁଧବାର ୧୦୬୨.୫ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ପଟାଙ୍ଗୀ ବ୍ଲକରେ ୪୫.୨ ମିମି ହୋଇଥିବା ବେଳେ ବୈପାରୀଗୁଡ଼ାରେ ୧୧୦ ମିମି, ସେମିଲିଗୁଡ଼ାରେ ୧୨୪.୩ ମିମି, ନନ୍ଦପୁରରେ ୪୭ ମିମି, ଦଶମନ୍ତପୁରରେ ୬୪ ମିମି, ନାରାୟଣପାଟଣାରେ ୭.୪ ମିମି, ଲକ୍ଷ୍ମୀପୁରରେ ୨୨.୮ ମିମି, କୋରାପୁଟରେ ୧୧୫.୮ ମିମି, ଜୟପୁରରେ ୧୪୧.୮ ମିମି, ଲମତାପୁଟରେ ୬୫ ମିମି, କୁନ୍ଦ୍ରାରେ ୭୫.୮ ମିମି, ବୋରିଗୁମ୍ମାରେ […] The post କୋରାପୁଟରେ ସର୍ବାଧିକ ବର୍ଷା, ଭାଙ୍ଗିଲା ଯାତ୍ରୀ ପ୍ରତୀକ୍ଷାଳୟ appeared first on Dharitri Odia News.
କୋରାପୁଟ,୨ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ବୁଧବାର ୧୦୬୨.୫ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ପଟାଙ୍ଗୀ ବ୍ଲକରେ ୪୫.୨ ମିମି ହୋଇଥିବା ବେଳେ ବୈପାରୀଗୁଡ଼ାରେ ୧୧୦ ମିମି, ସେମିଲିଗୁଡ଼ାରେ ୧୨୪.୩ ମିମି, ନନ୍ଦପୁରରେ ୪୭ ମିମି, ଦଶମନ୍ତପୁରରେ ୬୪ ମିମି, ନାରାୟଣପାଟଣାରେ ୭.୪ ମିମି, ଲକ୍ଷ୍ମୀପୁରରେ ୨୨.୮ ମିମି, କୋରାପୁଟରେ ୧୧୫.୮ ମିମି, ଜୟପୁରରେ ୧୪୧.୮ ମିମି, ଲମତାପୁଟରେ ୬୫ ମିମି, କୁନ୍ଦ୍ରାରେ ୭୫.୮ ମିମି, ବୋରିଗୁମ୍ମାରେ ୮୯.୪ ମିମି ବର୍ଷା ହୋଇଥିବା ବେଳେ ବନ୍ଧୁଗାଁ ବ୍ଲକରେ ମାତ୍ର ୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ସୁବ୍ରତ ସାହୁ ପ୍ରକାଶ କରିଛନ୍ତି। ବର୍ଷାରେ କୋରାପୁଟ ସୁନାବେଡ଼ା ରାସ୍ତାର ଗୋପାଳପୁଟ ନିକଟରେ ଥିବା ଯାତ୍ରୀ ପ୍ରତୀକ୍ଷାଲୟ ଭାଙ୍ଗିଯାଇଛି।
The post କୋରାପୁଟରେ ସର୍ବାଧିକ ବର୍ଷା, ଭାଙ୍ଗିଲା ଯାତ୍ରୀ ପ୍ରତୀକ୍ଷାଳୟ appeared first on Dharitri Odia News.