କୋଲକାତା-ରାଜସ୍ଥାନ ମ୍ୟାଚ ତାରିଖରେ ହେବ ପରିବର୍ତ୍ତନ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ତମ ସିଜନ ଆରମ୍ଭ ହୋଇଯାଇଛି। ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳାଯାଇଛି । ଏହି ସମୟରେ କେକେଆର ଏବଂ ରାଜସ୍ଥାନ ମ୍ୟାଚକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି। ବାସ୍ତବରେ କୋଲକାତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ସଙ୍କଟ ଦେଖାଯାଇଛି। ଏପ୍ରିଲ ୧୭ରେ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସର ଘରୋଇ ମ୍ୟାଚ ଉପରେ ସମସ୍ୟା ଦେଖାଦେଇଛି । ୧୭ ଏପ୍ରିଲରେ କେକେଆର୍ ନିଜ ଘର ଗ୍ରାଉଣ୍ଡରେ […] The post କୋଲକାତା-ରାଜସ୍ଥାନ ମ୍ୟାଚ ତାରିଖରେ ହେବ ପରିବର୍ତ୍ତନ, ଜାଣନ୍ତୁ କାହିଁକି… appeared first on Dharitri Odia News.
ନୂଆଦିଲ୍ଲୀ,୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ତମ ସିଜନ ଆରମ୍ଭ ହୋଇଯାଇଛି। ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳାଯାଇଛି । ଏହି ସମୟରେ କେକେଆର ଏବଂ ରାଜସ୍ଥାନ ମ୍ୟାଚକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି। ବାସ୍ତବରେ କୋଲକାତା ଏବଂ ରାଜସ୍ଥାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ସଙ୍କଟ ଦେଖାଯାଇଛି।
ଏପ୍ରିଲ ୧୭ରେ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସର ଘରୋଇ ମ୍ୟାଚ ଉପରେ ସମସ୍ୟା ଦେଖାଦେଇଛି । ୧୭ ଏପ୍ରିଲରେ କେକେଆର୍ ନିଜ ଘର ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସକୁ ସାମ୍ନା କରିବାକୁ ପଡିବ। ତେବେ ଏହି ସମୟରେ ଖବର ରହିଛି କି ଏହି ମ୍ୟାଚ ରିସିଡ୍ୟୁଲ ହୋଇପାରେ। ବାସ୍ତବରେ, ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଏହି ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବ କିମ୍ବା ଏହି ମ୍ୟାଚ ଅନ୍ୟ ଦିନରେ ଖେଳାଯାଇପାରେ। ଏହାର ଅର୍ଥ ଏହି ମ୍ୟାଚର ତାରିଖ ପରିବର୍ତ୍ତନ କରାଯାଇପାରେ। ରିପୋର୍ଟ ଅନୁଯାୟୀ, ଫ୍ରାଞ୍ଚାଇଜ, ରାଜ୍ୟ ସଙ୍ଗଠନ ଏବଂ ପ୍ରସାରଣକାରୀଙ୍କ ସମେତ ସମସ୍ତ ଦଳଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।
The post କୋଲକାତା-ରାଜସ୍ଥାନ ମ୍ୟାଚ ତାରିଖରେ ହେବ ପରିବର୍ତ୍ତନ, ଜାଣନ୍ତୁ କାହିଁକି… appeared first on Dharitri Odia News.