କୋଲକାତାରୁ ଗିରଫ ହେଲେ ପୂର୍ବତନ ଜିଲାପରିଷଦ ସଭ୍ୟ
ଧର୍ମଶାଳା,୧୫ା୩: ଯାଜପୁର ଜିଲା ଧର୍ମଶାଳା ୧୩ନଂ ଜୋନ୍ର ପୂର୍ବତନ ଜିଲା ପରିଷଦ ସଭ୍ୟ ଗିରଫ ହୋଇଛନ୍ତି। ସେ ହେଲେ ନିରଞ୍ଜନ ରାଉତ। ତାଙ୍କୁ ଯାଜପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ କୋଲକାତାରୁ ଗିରଫ କରିଛି। ସୂଚନାଯୋଗ୍ୟ, ଧର୍ମଶାଳା ବିରିବାଟୀ ଅଞ୍ଚଳରେ ମାର୍କେଟ ଭଙ୍ଗାରୁଜା ପାଇଁ ନିରଞ୍ଜନଙ୍କୁ ଗିରଫ କରାଯାଇଛି। ନିରଞ୍ଜନଙ୍କ ସମେତ ୩୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। The post କୋଲକାତାରୁ ଗିରଫ ହେଲେ ପୂର୍ବତନ ଜିଲାପରିଷଦ ସଭ୍ୟ appeared first on Dharitri Odia News.
ଧର୍ମଶାଳା,୧୫ା୩: ଯାଜପୁର ଜିଲା ଧର୍ମଶାଳା ୧୩ନଂ ଜୋନ୍ର ପୂର୍ବତନ ଜିଲା ପରିଷଦ ସଭ୍ୟ ଗିରଫ ହୋଇଛନ୍ତି। ସେ ହେଲେ ନିରଞ୍ଜନ ରାଉତ। ତାଙ୍କୁ ଯାଜପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ କୋଲକାତାରୁ ଗିରଫ କରିଛି।
ସୂଚନାଯୋଗ୍ୟ, ଧର୍ମଶାଳା ବିରିବାଟୀ ଅଞ୍ଚଳରେ ମାର୍କେଟ ଭଙ୍ଗାରୁଜା ପାଇଁ ନିରଞ୍ଜନଙ୍କୁ ଗିରଫ କରାଯାଇଛି। ନିରଞ୍ଜନଙ୍କ ସମେତ ୩୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
The post କୋଲକାତାରୁ ଗିରଫ ହେଲେ ପୂର୍ବତନ ଜିଲାପରିଷଦ ସଭ୍ୟ appeared first on Dharitri Odia News.