କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ..
ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ଅର୍ଥାତ ନଭେମ୍ବର ୫ରେ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହ ନିଜର ଖରାପ ପ୍ରଦର୍ଶନକୁ ନେଇ ଜନ୍ମଦିନର ଉତ୍ସାହ ଫିକା ପଡ଼ିଯାଇଛି। ଏହାସତ୍ତ୍ୱେ କୋହଲି ପ୍ରଶଂସକ ନିଜର ଷ୍ଟାର କ୍ରିକେଟରଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଉଛନ୍ତି। ଏସବୁ ମଧ୍ୟରେ ଜଣେ ପାକିସ୍ତାନୀ ବ୍ୟବହାରକାରୀ ଏଭଳି ପୋଷ୍ଟ ଶେୟାର କରିଛନ୍ତି, ଯାହାକି ବିରାଟଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଛି। ବିରାଟଙ୍କ ଜନ୍ମଦିନରେ ବାବର ର଼୍ୟାଙ୍କିଂରେ ଏକ […] The post କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ.. appeared first on Dharitri Odia News.
ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ଅର୍ଥାତ ନଭେମ୍ବର ୫ରେ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହ ନିଜର ଖରାପ ପ୍ରଦର୍ଶନକୁ ନେଇ ଜନ୍ମଦିନର ଉତ୍ସାହ ଫିକା ପଡ଼ିଯାଇଛି। ଏହାସତ୍ତ୍ୱେ କୋହଲି ପ୍ରଶଂସକ ନିଜର ଷ୍ଟାର କ୍ରିକେଟରଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଉଛନ୍ତି। ଏସବୁ ମଧ୍ୟରେ ଜଣେ ପାକିସ୍ତାନୀ ବ୍ୟବହାରକାରୀ ଏଭଳି ପୋଷ୍ଟ ଶେୟାର କରିଛନ୍ତି, ଯାହାକି ବିରାଟଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଛି।
ବିରାଟଙ୍କ ଜନ୍ମଦିନରେ ବାବର ର଼୍ୟାଙ୍କିଂରେ ଏକ ସ୍ବତନ୍ତ୍ର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ରେକର୍ଡ ହେଉଛି ଆଇସିସି ଦିନିକିଆ ବ୍ୟାଟିଂ ର଼୍ୟାଙ୍କିଂରେ ସର୍ବାଧିକ ସମୟ ଯାଏ ନମ୍ବର ୧ ସ୍ଥାନରେ ରହିବା। ଏହି ମାମଲାରେ ଏଯାବତ ଏସିଆର ବ୍ୟାଟ୍ସମ୍ୟାନ୍ ଭାବେ ରେକର୍ଡ ବିରାଟଙ୍କ ନାମରେ ଥିଲା। ସେ ୧୨୫୮ ଦିନ ଯାଏ ଦିନିକିଆ ର଼୍ୟାଙ୍କିଂରେ ପ୍ରଥମ ସ୍ଥାନରେ ଥିଲେ। ହେଲେ ବାବର ତାଙ୍କୁ ପଛରେ ପକାଇଛନ୍ତି। ସେ ୧୨୬୦ ଦିନ ସମାନ ସ୍ଥାନରେ ରହି ନୂଆ ରେକର୍ଡ କରିଛନ୍ତି। ଏହାକୁ ନେଇ ପାକିସ୍ତାନର ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି।
#HappyBirthdayVirat : A Little Surprise For You From #BabarAzam.#BabarAzam???? Overtakes #ViratKohli As Streak Of Most Days Spent As No 1 ODI Batsmen In The World.
Babar Azam Overtakes Both Virat Kohli
And Michael Bevan
And Grabbed 2nd Spot With No 1 Sir Viv Richerds. pic.twitter.com/lEE95ldeQH
— Babarography 56
(@HaroonRaso94849) November 5, 2024
The post କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ.. appeared first on Dharitri Odia News.
And Michael Bevan
And Grabbed 2nd Spot With No 1 Sir Viv Richerds.
(@HaroonRaso94849)