କୋହଲିଙ୍କ ପାଇଁ ପାଗଳ ୧୫ ବର୍ଷୀୟ ବାଳକ: ୫୮ କିମି ସାଇକେଲ୍ ଯାତ୍ରା କରି ପହଞ୍ଚିଲେ କାନପୁର
କାନପୁର,୨୭।୯: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କାନପୁରର ଗ୍ରୀନ ପାର୍କ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଚାଲିଛି। ଏଥିରେ ପ୍ରଶଂସକମାନେ ବିରାଟ କୋହଲିଙ୍କ ବ୍ୟାଟ୍ରୁ ଏକ ଶତକ ଆଶା କରୁଛନ୍ତି। କୋହଲିଙ୍କ ଜଣେ ଛୋଟ ପ୍ରଶଂସକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି, ଯିଏ କୋହଲିଙ୍କୁ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇବା ପରେ ଗ୍ରୀନ ପାର୍କ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶର ଉନ୍ନାଓରୁ […] The post କୋହଲିଙ୍କ ପାଇଁ ପାଗଳ ୧୫ ବର୍ଷୀୟ ବାଳକ: ୫୮ କିମି ସାଇକେଲ୍ ଯାତ୍ରା କରି ପହଞ୍ଚିଲେ କାନପୁର appeared first on Dharitri Odia News.
କାନପୁର,୨୭।୯: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କାନପୁରର ଗ୍ରୀନ ପାର୍କ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଚାଲିଛି। ଏଥିରେ ପ୍ରଶଂସକମାନେ ବିରାଟ କୋହଲିଙ୍କ ବ୍ୟାଟ୍ରୁ ଏକ ଶତକ ଆଶା କରୁଛନ୍ତି। କୋହଲିଙ୍କ ଜଣେ ଛୋଟ ପ୍ରଶଂସକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି, ଯିଏ କୋହଲିଙ୍କୁ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇବା ପରେ ଗ୍ରୀନ ପାର୍କ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିଛନ୍ତି।
ଉତ୍ତରପ୍ରଦେଶର ଉନ୍ନାଓରୁ ଆସିଥିବା କାର୍ତ୍ତିକେୟ ବିରାଟ କୋହଲିଙ୍କ ଝଲକ ପାଇବା ପାଇଁ ୫୮ କିଲୋମିଟର ସାଇକେଲ କରି କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମକୁ ଆସିଥିଲେ। କାର୍ତ୍ତିକେୟ ଭୋର ୪ଟାରୁ ତାଙ୍କ ସାଇକେଲରେ ଯାତ୍ରା ଆରମ୍ଭ କରି ଷ୍ଟାଡିୟମରେ ଠିକ ସମୟରେ ପହଞ୍ଚିଥିଲେ। ଯଦିଓ ବର୍ଷା ଭାରତ-ବାଂଲାଦେଶ ଟେଷ୍ଟର ପ୍ରଥମ ଅଧିବେଶନକୁ ବାଧା ଦେଇଛି, କାର୍ତ୍ତିକେୟ ଠିକ ସମୟରେ ଷ୍ଟାଡିୟମରେ ପହଞ୍ଚିଥିଲେ।
The post କୋହଲିଙ୍କ ପାଇଁ ପାଗଳ ୧୫ ବର୍ଷୀୟ ବାଳକ: ୫୮ କିମି ସାଇକେଲ୍ ଯାତ୍ରା କରି ପହଞ୍ଚିଲେ କାନପୁର appeared first on Dharitri Odia News.