କୌତୁକିଆ ଭିଡ଼ିଓ; ନିଜ କୁକୁରକୁ ପୁଟିନ୍‍ ଏମିତି ରୋକିଲେ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁଟିନ୍‍ ନିଜ ପୋଷା କୁକୁରକୁ ଭାରି ଭଲ ପାଆନ୍ତି । ତାହା ଆପଣ ଏହି ଭିଡ଼ିଓକୁ ଦେଖିଲେ ଭଲ ଭାବରେ ଜାଣିପାରିବେ । ପୁଟିନଙ୍କୁ ଭେଟିବାକୁ ଆସିଥିବା କିଛି ଅତିଥିଙ୍କୁ କୁକୁରଟି ଭୁକିବା ଆରମ୍ଭ କରିଥିଲା । ଏହି ସମୟରେ ଅତିଥିଙ୍କ ସମ୍ମୁଖରେ କୁକୁରକୁ କିଛି ଖାଇବାକୁ ଦେଇ ଅଟକାଇଥିଲେ ପୁଟିନ୍‍ । ଏହି ସମୟର ଦୃଶ୍ୟ ବେଶ କୌତୁହଳିଆ ହୋଇଛି । ସୂଚନା ଅନୁସାରେ ୨୦୧୨ରେ ଏହି […]

କୌତୁକିଆ ଭିଡ଼ିଓ; ନିଜ କୁକୁରକୁ ପୁଟିନ୍‍ ଏମିତି ରୋକିଲେ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁଟିନ୍‍ ନିଜ ପୋଷା କୁକୁରକୁ ଭାରି ଭଲ ପାଆନ୍ତି । ତାହା ଆପଣ ଏହି ଭିଡ଼ିଓକୁ ଦେଖିଲେ ଭଲ ଭାବରେ ଜାଣିପାରିବେ । ପୁଟିନଙ୍କୁ ଭେଟିବାକୁ ଆସିଥିବା କିଛି ଅତିଥିଙ୍କୁ କୁକୁରଟି ଭୁକିବା ଆରମ୍ଭ କରିଥିଲା । ଏହି ସମୟରେ ଅତିଥିଙ୍କ ସମ୍ମୁଖରେ କୁକୁରକୁ କିଛି ଖାଇବାକୁ ଦେଇ ଅଟକାଇଥିଲେ ପୁଟିନ୍‍ । ଏହି ସମୟର ଦୃଶ୍ୟ ବେଶ କୌତୁହଳିଆ ହୋଇଛି ।
ସୂଚନା ଅନୁସାରେ ୨୦୧୨ରେ ଏହି କୁକୁରଟିକୁ ଜାପାନ ପୁଟିନଙ୍କୁ ଉପହାରରେ ଦେଇଥିଲା । ବର୍ତ୍ତମାନ ଜାପାନର ଦୁଇ ଜଣ ସାମ୍ବାଦିକ ଯେତେବେଳେ ପୁଟିନଙ୍କୁ ଭେଟିବାକୁ ଆସିଛନ୍ତି ସେତେବେଳେ ସେମାନଙ୍କୁ ଦେଖି କୁକୁରଟି ଭୁକିବାରେ ଲାଗିଛି ।