କ୍ଷମା ମାଗିଲେ କମେଡିଆନ୍ ଦୟା 

ଯାତ୍ରା ଅଭିନେତା ତଥା କମେଡିଆନ୍ ଦୟା ମଧ୍ୟ ରାତ୍ରୀରେ ଅପେରା ମାଷ୍ଟର ଆସୋସିଏସନର ସଭାପତି ବିଜୟ ଦାସଙ୍କ ବାସ ଭବନ ଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି। ଖାଲି ସେତିକି ନୁହେଁ ଯାତ୍ରାରେ ଯେତେ ଗୁରୁ ବା ଲେଖକ ରହିଛନ୍ତି. ତାଙ୍କର ଯେତେବେଳେ କମିଟି ବସିବ, ସେଠି ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ।

କ୍ଷମା ମାଗିଲେ କମେଡିଆନ୍ ଦୟା 
Array