ରିଲ୍ସ ଦେଖି ଭାବୁଥିଲୁ କେମିତି କରତାରପୁର ଗଲା

ପ୍ରିୟଙ୍କା ସେନାପତିର କରତାରପୁର ରିଲ୍ସ ଦେଖି ଆମେ ଖୁସି ହୋଇଥିଲୁ, ହେଲେ ସେ କେମିତି ପାକିସ୍ତାନ ଗଲା ଜାଣିବାକୁ ଉତ୍କଣ୍ଠା ଥିଲା କହିଛନ୍ତି ଗ୍ରାମବାସୀ। 

ରିଲ୍ସ ଦେଖି ଭାବୁଥିଲୁ କେମିତି କରତାରପୁର ଗଲା
Array