କ୍ଷୀରୋଦ ମଲ୍ଲିକଙ୍କ ଘରେ ଆଜି ବି ଇଡିର ରେଡ୍, ୨୩୧ କୋଟି ଠକେଇର ଚାଲିଛି ଛାନ୍‌ଭିନ୍‌

ସମ୍ବଲପୁର ୧୯।୧୨: ଦ୍ବିତୀୟ ଦିନରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଚାଲିଛି ED ରେଡ୍। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଆଜି ମଧ୍ୟ ED ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ଛାନଭିନ୍ କରୁଛି ED। ଏନଜିଓ 'ବିଶ୍ବ' ଅଫିସ ସମ୍ପାଦକଙ୍କ ଘର ସମେତ ମୋଦିପଡ଼ା, ଧନୁପାଲି ଅଞ୍ଚଳରେ ରେଡ୍ ଜାରି ରହିଛି। 'ବିଶ୍ବ' ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ।ବୁଧବାର ଦିନ ବିଶ୍ୱ ଏନଜିଓ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)  ପକ୍ଷରୁ ବଡ଼ ଧରଣରୁ ଚଢ଼ଉ କରାଯାଇଥିଲା। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ ହୋଇଥିଲା। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ ହୋଇଥିଲା । ଗୁରୁବାର ବି ଇଡି ପକ୍ଷରୁ ସମ୍ବଲପୁରରେ ଚାଲିଛି ଚଢାଉ । କ୍ଷୀରୋଦ ମଲ୍ଲିକଙ୍କ ସଂସ୍ଥାରେ ଇଡି ପକ୍ଷରୁ ଚାଲିଛି ରେଡ୍‌ । 

କ୍ଷୀରୋଦ ମଲ୍ଲିକଙ୍କ ଘରେ ଆଜି ବି ଇଡିର ରେଡ୍, ୨୩୧ କୋଟି ଠକେଇର ଚାଲିଛି ଛାନ୍‌ଭିନ୍‌

ସମ୍ବଲପୁର ୧୯।୧୨: ଦ୍ବିତୀୟ ଦିନରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଚାଲିଛି ED ରେଡ୍। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଆଜି ମଧ୍ୟ ED ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ଛାନଭିନ୍ କରୁଛି ED। ଏନଜିଓ 'ବିଶ୍ବ' ଅଫିସ ସମ୍ପାଦକଙ୍କ ଘର ସମେତ ମୋଦିପଡ଼ା, ଧନୁପାଲି ଅଞ୍ଚଳରେ ରେଡ୍ ଜାରି ରହିଛି। 'ବିଶ୍ବ' ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ।

ବୁଧବାର ଦିନ ବିଶ୍ୱ ଏନଜିଓ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)  ପକ୍ଷରୁ ବଡ଼ ଧରଣରୁ ଚଢ଼ଉ କରାଯାଇଥିଲା। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ ହୋଇଥିଲା। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ ହୋଇଥିଲା । ଗୁରୁବାର ବି ଇଡି ପକ୍ଷରୁ ସମ୍ବଲପୁରରେ ଚାଲିଛି ଚଢାଉ । କ୍ଷୀରୋଦ ମଲ୍ଲିକଙ୍କ ସଂସ୍ଥାରେ ଇଡି ପକ୍ଷରୁ ଚାଲିଛି ରେଡ୍‌ ।