କ୍ୟାଚ୍ ଛାଡିଦେଲେ ପନ୍ତ, ରାଗିଗଲେ ହିଟ୍ମ୍ୟାନ୍, କହିଲେ ଏମିତି....
ନୂଆଦିଲ୍ଲୀ ୨୫/୦୬: ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ଯେତିକି ସାଧାସିଧା ସେତିକି ଖୁସ୍ ମିଜ୍ଜାଜ୍ । ବ୍ୟାଟିଂ ଯେମିତି ଦମ୍ଦାର ପିଚ୍ରେ ତାଙ୍କ କଥାବାର୍ତ୍ତା ସେମିତି ମଜ୍ଜାଳିଆ । ହେଲେ ଭୁଲ୍ ହେଲେ ସେ ହିଟ୍ମ୍ୟାନ୍ରୁ ହୋଇଯାନ୍ତି ଆଙ୍ଗ୍ରିମ୍ୟାନ୍ । ଏକଥା ବୋଧହୁଏ ଅନେକଙ୍କୁ ଜଣା । ଅନେକ ସମୟରେ ତାଙ୍କର ଭିଡିଓ ବି ଭାଅରାଲ୍ ହୁଏ । ଯେମିତି ସୋମବାର ଟି-୨୦ ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ତାଙ୍କର ସେହିଭଳି ଅନ୍ଦାଜ୍ । ଅଷ୍ଟ୍ରେଲିଆ ବିପକ୍ଷ T-20 ବିଶ୍ୱକପ୍ 2024 ରେ ମ୍ୟାଚ୍ ଯେମିତି ତାଙ୍କୁ ଅପେକ୍ଷା କରି ରହିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ମ୍ୟାଚରେ ରୋହିତ ଖେଳିଥିଲେ ବିସ୍ଫୋରକ ଇନିଂସ । ଭାରତୀୟ ଅଧିନାୟକ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି କରିଥିଲେ ୯୨ ରନ୍ । ରୋହିତଙ୍କ ଏହି ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୫ ରନ୍ ସ୍କୋର କରିଥିଲା। ଅଷ୍ଟ୍ରେଲିଆ ଆଗରେ ବିଶାଳ ସ୍କୋର ଥିଲେ ବି କଙ୍ଗାରୁ ବାହିନୀ ଆରମ୍ବ କରିଥିଲେ ଜବରଦସ୍ତ ପ୍ରଦର୍ଶନ । ଆରମ୍ଭରୁ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ ଖେଳାଳି । ପ୍ରାରମ୍ଭରୁ ଗୋଟିଏ ଓ୍ୱିକେଟ ଯିବା ପରେ ଟିମ୍ ଇଣ୍ଡିାଆର କନଫିଡେନ୍ସ, ଲେବଲ ବଢିଯାଇଥିଲା । ହେଲେ କିଛି ସମୟ ପରେ ପିଚ୍ରେ ଯାହା ଘଟିଥିଲା ତାକୁ ଦେଖିବା ପରେ ରାଗିଯାିଥିଲେ ରୋହିତ୍ । ପିଚ୍ ଆରମ୍ଭ କରିଥିଲେ ଗାଳିଗୁଲଜ । rohit sharma reaction on pant afte
ନୂଆଦିଲ୍ଲୀ ୨୫/୦୬: ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ଯେତିକି ସାଧାସିଧା ସେତିକି ଖୁସ୍ ମିଜ୍ଜାଜ୍ । ବ୍ୟାଟିଂ ଯେମିତି ଦମ୍ଦାର ପିଚ୍ରେ ତାଙ୍କ କଥାବାର୍ତ୍ତା ସେମିତି ମଜ୍ଜାଳିଆ । ହେଲେ ଭୁଲ୍ ହେଲେ ସେ ହିଟ୍ମ୍ୟାନ୍ରୁ ହୋଇଯାନ୍ତି ଆଙ୍ଗ୍ରିମ୍ୟାନ୍ । ଏକଥା ବୋଧହୁଏ ଅନେକଙ୍କୁ ଜଣା । ଅନେକ ସମୟରେ ତାଙ୍କର ଭିଡିଓ ବି ଭାଅରାଲ୍ ହୁଏ ।
ଯେମିତି ସୋମବାର ଟି-୨୦ ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ତାଙ୍କର ସେହିଭଳି ଅନ୍ଦାଜ୍ । ଅଷ୍ଟ୍ରେଲିଆ ବିପକ୍ଷ T-20 ବିଶ୍ୱକପ୍ 2024 ରେ ମ୍ୟାଚ୍ ଯେମିତି ତାଙ୍କୁ ଅପେକ୍ଷା କରି ରହିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସୁପର-୮ ମ୍ୟାଚରେ ରୋହିତ ଖେଳିଥିଲେ ବିସ୍ଫୋରକ ଇନିଂସ । ଭାରତୀୟ ଅଧିନାୟକ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି କରିଥିଲେ ୯୨ ରନ୍ । ରୋହିତଙ୍କ ଏହି ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୫ ରନ୍ ସ୍କୋର କରିଥିଲା।
ଅଷ୍ଟ୍ରେଲିଆ ଆଗରେ ବିଶାଳ ସ୍କୋର ଥିଲେ ବି କଙ୍ଗାରୁ ବାହିନୀ ଆରମ୍ବ କରିଥିଲେ ଜବରଦସ୍ତ ପ୍ରଦର୍ଶନ । ଆରମ୍ଭରୁ ଆଗ୍ରେସିଭ୍ ମୁଡରେ ନଜର ଆସିଥିଲେ ଖେଳାଳି । ପ୍ରାରମ୍ଭରୁ ଗୋଟିଏ ଓ୍ୱିକେଟ ଯିବା ପରେ ଟିମ୍ ଇଣ୍ଡିାଆର କନଫିଡେନ୍ସ, ଲେବଲ ବଢିଯାଇଥିଲା । ହେଲେ କିଛି ସମୟ ପରେ ପିଚ୍ରେ ଯାହା ଘଟିଥିଲା ତାକୁ ଦେଖିବା ପରେ ରାଗିଯାିଥିଲେ ରୋହିତ୍ । ପିଚ୍ ଆରମ୍ଭ କରିଥିଲେ ଗାଳିଗୁଲଜ ।
rohit sharma reaction on pant after catch drop ???? pic.twitter.com/Lti0Nb6kwx— Bewada babloo ???? (@babloobhaiya3) June 24, 2024
କହିବାକୁ ଗଲେ ଅର୍ଶଦୀପ ସିଂ ପ୍ରଥମ ଓଭରରେ ଡେଭିଡ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାର ସୁଯୋଗ ପାଇଥିଲା । ପରେ ଦ୍ୱିତୀୟ ଓଭରରେ ସେକେଣ୍ଡ ଚାନ୍ସରେ ଆସିଥିଲା। ଜସପ୍ରୀତ ବୁମ୍ରାଙ୍କ ଚତୁର୍ଥ ବଲ ସର୍ଟ ପିଚ୍ ହୋଇଥିଲା କିନ୍ତୁ ମିଚେଲ ମାର୍ଶ ପଲ୍ ସଟ୍କୁ ଠିକ୍ ଭାବରେ ଖେଳିପାରିନଥିଲେ । ବଲ୍ ତାଙ୍କ ବ୍ୟାଟ୍ ର ଉପର ଅଂଶକୁ ପିଟି ହୋଇ ୱିକେଟ୍ ପଛରେ ଗୋଡ ପାର୍ଶ୍ୱରେ ବାଉନ୍ସ ହୋଇଥିଲା ।
ଏଠାରେ ସମସ୍ତେ ଅନୁଭବ କରିଥିଲେ ଯେ ୱିକେଟ୍ ମିଳିଲା । କିନ୍ତୁ ୱିକେଟ୍ କିପର ଋଷଭ ପନ୍ତ ବଲ ପାଖରେ ପହଞ୍ଚିପାରିନଥିଲେ । ସେ କ୍ୟାଚ୍ ମିସ୍ କରିଥିଲେ । ଯାହାକୁ ସହଜରେ ଘ୍ରହମ କରିନଥିଲେ ରୋହିତ । ଆଉ ପୁରା ମୈଦାନରେ ପନ୍ତଙ୍କୁ ଭଲ ଭାବରେ କରିଥିଲେ ଗାଳି । ଯାହା କଏଦ ହୋଇଥିଲା କ୍ୟାମେରା ଲେନ୍ସରେ । ତେବେ ଏହାକୁ କେହି ନାପସନ୍ଦ କରିନାହାଂନ୍ତି । କାରଣ କ୍ରିକେଟ ମୈଦାନରେ ଏମିତି ହେବାର ଅନେକ ବାର ରହିଛି ନଜିର ।