କ୍ୟାପିଟାଲ ହସ୍ପିଟାଲରୁ ଉଠୁନି ଅଳିଆ, ବିଭିନ୍ନ ଦାବି ନେଇ ଆନ୍ଦୋଳନ

ଭୁବନେଶ୍ୱର ୨୪।୦୯ : ବିଭିନ୍ନ ଦାବି ନେଇ ପୁଣି ଆନ୍ଦୋଳନ । କାର୍ଯ୍ୟବନ୍ଦ ଆନ୍ଦୋଳନରେ ଶହ ଶହ ସଫେଇ କର୍ମଚାରୀ । ଯାହାଫଳରେ କି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ଅଳିଆ । ଦୁର୍ଗନ୍ଧରେ ଫାଟୁଛି ପୁରା କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ । ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ଶହ ଶହ ସଫେଇ କର୍ମଚାରୀ । ଯାହାଫଳରେ ଏଣେ ତେଣେ ପଡିରହିଛି ଅଳିଆ ଆବର୍ଜନା । ଯାହାଫଳରେ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟୁଛି । ଦଶହରା ବୋନସ ଓ ମାସିକ ୨୬ ଦିନ ବଦଳରେ ୩୦ ଦିନର ଦରମା ଦେବା ଦାବିରେ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲରୁ ଉଠୁନି ଅଳିଆ, ବିଭିନ୍ନ ଦାବି ନେଇ ଆନ୍ଦୋଳନ

ଭୁବନେଶ୍ୱର ୨୪।୦୯ : ବିଭିନ୍ନ ଦାବି ନେଇ ପୁଣି ଆନ୍ଦୋଳନ । କାର୍ଯ୍ୟବନ୍ଦ ଆନ୍ଦୋଳନରେ ଶହ ଶହ ସଫେଇ କର୍ମଚାରୀ । ଯାହାଫଳରେ କି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ଅଳିଆ । ଦୁର୍ଗନ୍ଧରେ ଫାଟୁଛି ପୁରା କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ । 

ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ଶହ ଶହ ସଫେଇ କର୍ମଚାରୀ । ଯାହାଫଳରେ ଏଣେ ତେଣେ ପଡିରହିଛି ଅଳିଆ ଆବର୍ଜନା । ଯାହାଫଳରେ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟୁଛି । ଦଶହରା ବୋନସ ଓ ମାସିକ ୨୬ ଦିନ ବଦଳରେ ୩୦ ଦିନର ଦରମା ଦେବା ଦାବିରେ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।