ବୁଦା ମୂଳରୁ ଉଦ୍ଧାର ହେଲା ୧୫ ଫୁଟର ଅଜଗର, ଡ଼ମ ଡ଼ମଣି ଜଙ୍ଗଲରେ ଛାଡ଼ିବ ବନ ବିଭାଗ
କଟକ: ବୁଦା ମୂଳରୁ ଉଦ୍ଧାର ହେଲା ୧୫ ଫୁଟର ଅଜଗର। କଟକ ଜିଲ୍ଲା କିଶନନଗର ଥାନା ବାରଦା ପଞ୍ଚାୟତ ମହାନଦୀ କୂଳ ନାନକାର ଗଡାରେ ଥିବା ଏକ ବୁଦା ମୂଳରେ ୧୫ ଫୁଟର ଅଜଗର ସାପ ବୁଲା ବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖି ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ ସାପକୁ ଉଦ୍ଧାର କରିଥିଲେ। ଏକ ପଞ୍ଜୁରୀ ସାହାଯ୍ୟରେ ଚୌଦ୍ଵାର ଡମ ଡ଼ମଣି ଜଙ୍ଗଲରେ ଛାଡ଼ିବେ ବୋଲି ସୂଚନା ମିଳିଛି।