ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସାଙ୍ଗର ରିସେପସେନକୁ ଯାଉଥିବାବେଳେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ଆଠଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗଛରେ ପିଟି ହୋଇ ଦୁଇ ଯୁବକ ମୃତ। ଦୁଇ ଯୁବକ ସାଙ୍ଗର ରିସେପସେନକୁ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କାନପୁର ଥାନା ଋଷିପଡ଼ା ନିକଟରେ। ଦୁଇ ଯୁବକ ହେଲେ ବଡ଼ମ୍ବା ବେଲିଆପାଳ ଗ୍ରାମର ମୁନା ସାହୁ ଏବଂ ରାକେଶ ପଣ୍ଡା । ସୂଚନା ଅନୁଯାୟୀ, ଦୁହେଁ କାନପୁରରୁ ସାଙ୍ଗର ରିସେପେସନ୍କୁ ବାଇକ୍ ଯୋଗେ ଯାଉଥିଲେ। ହେଲେ ଋଷିପଡ଼ା ନିକଟରେ ଭାରସାମ୍ୟ ହରାଇ ବାଇକ୍ ଏକ ଗଛରେ ପିଟିହୋଇଯାଇଥିଲେ। ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। You Can Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଧକ୍କା ଦେଇ ଚଢ଼ିଗଲା ଟ୍ରକ୍, ମାଆ ମୃତ, ଝିଅ ଗୁରୁତର The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସାଙ୍ଗର ରିସେପସେନକୁ ଯାଉଥିବାବେଳେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ appeared first on Prameya News7.
ଆଠଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗଛରେ ପିଟି ହୋଇ ଦୁଇ ଯୁବକ ମୃତ। ଦୁଇ ଯୁବକ ସାଙ୍ଗର ରିସେପସେନକୁ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କାନପୁର ଥାନା ଋଷିପଡ଼ା ନିକଟରେ। ଦୁଇ ଯୁବକ ହେଲେ ବଡ଼ମ୍ବା ବେଲିଆପାଳ ଗ୍ରାମର ମୁନା ସାହୁ ଏବଂ ରାକେଶ ପଣ୍ଡା ।
ସୂଚନା ଅନୁଯାୟୀ, ଦୁହେଁ କାନପୁରରୁ ସାଙ୍ଗର ରିସେପେସନ୍କୁ ବାଇକ୍ ଯୋଗେ ଯାଉଥିଲେ। ହେଲେ ଋଷିପଡ଼ା ନିକଟରେ ଭାରସାମ୍ୟ ହରାଇ ବାଇକ୍ ଏକ ଗଛରେ ପିଟିହୋଇଯାଇଥିଲେ। ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।
You Can Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଧକ୍କା ଦେଇ ଚଢ଼ିଗଲା ଟ୍ରକ୍, ମାଆ ମୃତ, ଝିଅ ଗୁରୁତର
The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସାଙ୍ଗର ରିସେପସେନକୁ ଯାଉଥିବାବେଳେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ appeared first on Prameya News7.