କ୍ୱାର୍ଟରରେ ଲକ୍ଷ୍ୟ ସେନ୍‌

ପ୍ୟାରିସ୍‌,୧ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଗୁରୁବାର ଭାରତ ପାଇଁ ବେଶ୍‌ ସାଧାରଣ ରହିଥିଲା। ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ପଦକ ପ୍ରତ୍ୟାଶୀ ବକ୍ସର ନିଖତ ଜରିନ୍‌ ଓ ବ୍ୟାଡମିଣ୍ଟନ ତାରକା ଚିରାଗ ଶେଟ୍ଟୀ-ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡୀ ବିଦାୟ ନେଇଛନ୍ତି। ତେବେ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଲକ୍ଷ୍ୟ ସେନ୍‌ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଭାରତୀୟ ଫ୍ୟାନଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। The post କ୍ୱାର୍ଟରରେ ଲକ୍ଷ୍ୟ ସେନ୍‌ appeared first on Dharitri Odia News.

କ୍ୱାର୍ଟରରେ ଲକ୍ଷ୍ୟ ସେନ୍‌

ପ୍ୟାରିସ୍‌,୧ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଗୁରୁବାର ଭାରତ ପାଇଁ ବେଶ୍‌ ସାଧାରଣ ରହିଥିଲା। ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ବେଳେ ପଦକ ପ୍ରତ୍ୟାଶୀ ବକ୍ସର ନିଖତ ଜରିନ୍‌ ଓ ବ୍ୟାଡମିଣ୍ଟନ ତାରକା ଚିରାଗ ଶେଟ୍ଟୀ-ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡୀ ବିଦାୟ ନେଇଛନ୍ତି। ତେବେ ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଲକ୍ଷ୍ୟ ସେନ୍‌ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଭାରତୀୟ ଫ୍ୟାନଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି।

The post କ୍ୱାର୍ଟରରେ ଲକ୍ଷ୍ୟ ସେନ୍‌ appeared first on Dharitri Odia News.