ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟା ଘଟଣା : ଆଉ ୪ ଅଭିଯୁକ୍ତ ଗିରଫ

ପୁରୀ ୨୩।୮: ପୁରୀ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟା ଘଟଣାରେ ଗିରଫ ହେଲେ ଆଉ ୪ ଅଭିଯୁକ୍ତ । ପୁରୀ ଟାଉନ ଥାନା ପୋଲିସ ଦ୍ବାରା ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ଗତ ୧୯ ତାରିଖରେ ଖଜା ବ୍ୟବସାୟୀ ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।You Can Read:ସ୍ଥାନାନ୍ତର ହେଲା ରତ୍ନଭଣ୍ଡାରରେ ଖାଲିଥିବା ସମସ୍ତ ସିନ୍ଦୁକ ଓ ଆଲମିରା

ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟା ଘଟଣା : ଆଉ ୪ ଅଭିଯୁକ୍ତ ଗିରଫ

ପୁରୀ ୨୩।୮: ପୁରୀ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟା ଘଟଣାରେ ଗିରଫ ହେଲେ ଆଉ ୪ ଅଭିଯୁକ୍ତ । ପୁରୀ ଟାଉନ ଥାନା ପୋଲିସ ଦ୍ବାରା ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ଗତ ୧୯ ତାରିଖରେ ଖଜା ବ୍ୟବସାୟୀ ହରିହର ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

You Can Read:

ସ୍ଥାନାନ୍ତର ହେଲା ରତ୍ନଭଣ୍ଡାରରେ ଖାଲିଥିବା ସମସ୍ତ ସିନ୍ଦୁକ ଓ ଆଲମିରା