ଖଟିଆରେ ବୁହା ହେଲେ ରୋଗୀ। ବିଡ଼ିଓ ଏବଂ ଠିକାଦାର ପାଇଁ ହନ୍ତସନ୍ତ ଗ୍ରାମବାସୀ।
ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପଞ୍ଚମତଳିଆ ଗ୍ରାମରେ ତରବରିଆ ଭାବେ ଅଧା ରାସ୍ତା କାମ କରି କେବଳ ମାଟି ପକାଇ କଚ୍ଚା ରାସ୍ତାକୁ ଖରାପ କରିଦେଲେ ବିଡ଼ିଓ ଏବଂ ଠିକାଦାର। କାଳ ବୈଶାଖୀ ପାଇଁ ବର୍ଷା ପ୍ରବଳ ହେଉଥିବା ହେତୁ ରାସ୍ତାରେ ବାଇକ୍ କିମ