ଖଣ୍ଡୋକଟାରେ ଓରମାସ ପକ୍ଷରୁ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା

ସମ୍ବଲପୁର:ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଗତ ରବିବାର ଦିନ ଓରମାସ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଖଣ୍ଡୋକଟା, କୁଚିଣ୍ଡା ରେ ଉଦ୍ ଘାଟନ କରିଥିଲେ। ମୋଟ ୯୫ଟି ଷ୍ଟଲ ରହିଥିବା ବେଳେ ସେଥିମଧ୍ୟରୁ ୮୦ଟି ଷ୍ଟଲ ସ୍ୱୟଂ ସହାୟକ ଗୋଷ୍ଠୀ ଓ ୧୫ଟି ଲାଇନ ବିଭାଗର ରହିଛି। ଉପଜିଲ୍ଲାପାଳ କୁଚିଣ୍ଡା ଶ୍ରୀ ଗୌରମୟ ପ୍ରଧାନ, ବିଡିଓ କୁଚିଣ୍ଡା ଶ୍ରୀ ଜୟନ୍ତ ସାହୁ, ଓରମାସ ସିଇଓ ଶ୍ରୀମନ୍ତ ହୋତା […] The post ଖଣ୍ଡୋକଟାରେ ଓରମାସ ପକ୍ଷରୁ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା appeared first on Odisha.News.

ଖଣ୍ଡୋକଟାରେ ଓରମାସ ପକ୍ଷରୁ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା

ସମ୍ବଲପୁର:ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଗତ ରବିବାର ଦିନ ଓରମାସ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଖଣ୍ଡୋକଟା, କୁଚିଣ୍ଡା ରେ ଉଦ୍ ଘାଟନ କରିଥିଲେ। ମୋଟ ୯୫ଟି ଷ୍ଟଲ ରହିଥିବା ବେଳେ ସେଥିମଧ୍ୟରୁ ୮୦ଟି ଷ୍ଟଲ ସ୍ୱୟଂ ସହାୟକ ଗୋଷ୍ଠୀ ଓ ୧୫ଟି ଲାଇନ ବିଭାଗର ରହିଛି। ଉପଜିଲ୍ଲାପାଳ କୁଚିଣ୍ଡା ଶ୍ରୀ ଗୌରମୟ ପ୍ରଧାନ, ବିଡିଓ କୁଚିଣ୍ଡା ଶ୍ରୀ ଜୟନ୍ତ ସାହୁ, ଓରମାସ ସିଇଓ ଶ୍ରୀମନ୍ତ ହୋତା ପ୍ରମୁଖ ଉପସ୍ଥିତ ଥିଲେ।

The post ଖଣ୍ଡୋକଟାରେ ଓରମାସ ପକ୍ଷରୁ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା appeared first on Odisha.News.