ଖବର ବାଜିଲା ପୁଅ ଫେରିଲା

ପୁଅକୁ ପାଇ ମା’ ଆଖିରେ ଲୁହ ରହୁନି । ହରାଇବା ଦୁଃଖକୁ ଯେମିତି ସେ ଭୁଲିପାରୁନି । ସେଥିପାଇଁ ତ କାନ୍ଦି କାନ୍ଦି କହୁଛି ମୋ ପୁଅ କେଉଁଠି ଥିଲା । ମୋ ପୁଅ ଫେରି ଆସିଛି । ହଜିଲା ପୁଅକୁ ଫେରି ପାଇ ଆଜି ଆତ୍ମହରା ହୋଇପଡ଼ିଛି ଜନ୍ମକଲା ମା’ ।