ଖାର୍ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ, ଦଳୀୟ ନେତା ହେବେ…

ନୂଆଦିଲ୍ଲୀ,୨୩ା୬: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କୁ ଶନିବାର ଭେଟିଛନ୍ତି ଓଡ଼ିଶାର ୬ କଂଗ୍ରେସ ବିଧାୟକ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଖାର୍ଗେଙ୍କୁ ଭେଟିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ଚର୍ଚ୍ଚା ଚାଲିଥିବା ବେଳେ ବିଧାୟକଙ୍କ ଏହି ସାକ୍ଷାତ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଅନ୍ୟପକ୍ଷରେ ଏହି ସାକ୍ଷାତକୁ ଉଲାକା ସୌଜନ୍ୟମୂଳକ ବୋଲି କହିଛନ୍ତି। ସେହିପରି ବିଧାୟକ ଦଳ ନେତା କିଏ ହେବେ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଯାହା ନିଷ୍ପତ୍ତି ନିଆଯିବ, […] The post ଖାର୍ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ, ଦଳୀୟ ନେତା ହେବେ… appeared first on Dharitri Odia News.

ଖାର୍ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ, ଦଳୀୟ ନେତା ହେବେ…

ନୂଆଦିଲ୍ଲୀ,୨୩ା୬: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କୁ ଶନିବାର ଭେଟିଛନ୍ତି ଓଡ଼ିଶାର ୬ କଂଗ୍ରେସ ବିଧାୟକ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଖାର୍ଗେଙ୍କୁ ଭେଟିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ଚର୍ଚ୍ଚା ଚାଲିଥିବା ବେଳେ ବିଧାୟକଙ୍କ ଏହି ସାକ୍ଷାତ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ଅନ୍ୟପକ୍ଷରେ ଏହି ସାକ୍ଷାତକୁ ଉଲାକା ସୌଜନ୍ୟମୂଳକ ବୋଲି କହିଛନ୍ତି। ସେହିପରି ବିଧାୟକ ଦଳ ନେତା କିଏ ହେବେ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଯାହା ନିଷ୍ପତ୍ତି ନିଆଯିବ, ଗ୍ରହଣ କରିବ ବୋଲି ବିଧାୟକ ରାମଚନ୍ଦ୍ର କାଡ଼ାମ କହିଛନ୍ତି।

The post ଖାର୍ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ, ଦଳୀୟ ନେତା ହେବେ… appeared first on Dharitri Odia News.