ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର

ଭୁବନେଶ୍ୱର : ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର। ବର୍ତ୍ତମାନ ସୁନା ୨୪ କ୍ୟାରେଟ ୯୬ ହଜାର ଟପିଛି।... The post ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର appeared first on .

ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର

ଭୁବନେଶ୍ୱର : ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର। ବର୍ତ୍ତମାନ ସୁନା ୨୪ କ୍ୟାରେଟ ୯୬ ହଜାର ଟପିଛି। ସୁନା ସହ ରୁପା ଦର ଆକାଶଛୁଆଁ ହୋଇଛି। ୨୪ କ୍ୟାରେଟ ସୁନା ଦର ୯୬ ହଜାର ୧୬୦ ଟଙ୍କା ହୋଇଛି। ୧୦ ଗ୍ରାମ ପିଛା ବଢ଼ିଛି ୧ ହଜାର ୩୦ଟଙ୍କା। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୮୮ ହଜାର ୧୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ବଢ଼ିଲା ୯୫୦ ଟଙ୍କା । ରୁପା କେଜି ୧ ଲକ୍ଷ ୨୦୦ଟଙ୍କାରେ ପହଞ୍ଚିଛି।

ଏହି ଦର ଆଗାମୀ ଦିନରେ ଆହୁରି ବଢ଼ବ ବୋଲି କହିଛନ୍ତି ସୁନା ବ୍ୟବସାୟୀ । ଆନ୍ତର୍ଜାତୀୟ ସ୍ତରରେ ବିଶେଷକରି ଆମେରିକା ଓ ଚୀନର ଆର୍ଥିକ ନୀତି ପାଇଁ ଏହି ଦର ବଢୁଛି । ଆଜିର ଦିନରେ ଯେଉଁ ଦେଶ ନିକଟରେ ଯେତେ ଅଧିକ ବଢୁଥିବାରୁ ଏହାର ଦାମ ବଢ଼ିବାରେ ଲାଗିଛି । ତେବେ ସୁନା ବଜାରରେ ଗ୍ରାହକ ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ତେଣୁ ବ୍ୟବସାୟ କମିଥିବା କହିଛନ୍ତି ସୁନାଗହଣା ବ୍ୟବସାୟୀ

The post ଖୁବ କମ ଦିନରେ ଲକ୍ଷେ ଟପିବ ସୁନାଦର appeared first on .