ଲିଙ୍ଗରାଜ ମନ୍ଦିରରୁ ଖସିପଡି ସେବାୟତ ଆହତ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ ଖସିପଡି ସେବାୟତ ଆହତ। ସୂଚନା ଅନୁଯାୟୀ ପ୍ରଥମେ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହା ପରେ ମହାଦୀପ ଧରି ମନ୍ଦିର ଉପରକୁ ଚଢିବା ବେଳକୁ ଗୋଡ଼ ଖସିଯିବାରୁ ସେବାୟତ ତଳେ ପଡି ଯାଇଥିଲେ। ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହ ଆହତ ହୋଇଥିବା ଅନ୍ୟମାନଙ୍କ ସ୍ବାସ୍ଥ୍ଯବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ […] The post ଲିଙ୍ଗରାଜ ମନ୍ଦିରରୁ ଖସିପଡି ସେବାୟତ ଆହତ appeared first on Odisha.News.
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ ଖସିପଡି ସେବାୟତ ଆହତ। ସୂଚନା ଅନୁଯାୟୀ ପ୍ରଥମେ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହା ପରେ ମହାଦୀପ ଧରି ମନ୍ଦିର ଉପରକୁ ଚଢିବା ବେଳକୁ ଗୋଡ଼ ଖସିଯିବାରୁ ସେବାୟତ ତଳେ ପଡି ଯାଇଥିଲେ। ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହ ଆହତ ହୋଇଥିବା ଅନ୍ୟମାନଙ୍କ ସ୍ବାସ୍ଥ୍ଯବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ ଏହି ଅଘଟଣ ପରେ ଅନ୍ୟଜଣେ ସେବାୟତ ମହାଦୀପ ନେଇ ମନ୍ଦିର ଚୁଡାକୁ ଉଠିଥିଲେ।
The post ଲିଙ୍ଗରାଜ ମନ୍ଦିରରୁ ଖସିପଡି ସେବାୟତ ଆହତ appeared first on Odisha.News.