ଖୁବଶୀଘ୍ର ହେବ ରତ୍ନଭଣ୍ଡାର ମରାମତି, ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ

ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କରାଯିବ କହିଲେ ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ ଏବଂ ତା ପରେ ଗଣତି ମଣତି କରାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଖୁବଶୀଘ୍ର ହେବ ରତ୍ନଭଣ୍ଡାର ମରାମତି, ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ

ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ଖୁବଶୀଘ୍ର ରତ୍ନଭଣ୍ଡାରଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ଖୁବଶୀଘ୍ର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ ଏବଂ ତା ପରେ ଗଣତି ମଣତି କରାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି।

ସିଂହଦ୍ବାରରେ ପହଞ୍ଚିବା ପରେ, ସେମାନଙ୍କୁ ସ୍ବାଗତ କରିଥିଲେ ଶ୍ରୀମନ୍ଦିର ସେବାୟତ। ଏହାପରେ ଉଭୟେ ମନ୍ଦିରରେ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓଡ଼ିଶାର ସୁଖ ସମୃଦ୍ଧି କାମନା କରିଛନ୍ତି । ଦର୍ଶନ ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଖୁସି ପ୍ରକଟ କରିବା ସହିତ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ।... ଏବଂ ତା ପରେ ଗଣତି ମଣତି କରାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ସିଂହଦ୍ବାରରେ ପହଞ୍ଚିବା ପରେ, ସେମାନଙ୍କୁ ସ୍ବାଗତ କରିଥିଲେ ଶ୍ରୀମନ୍ଦିର ସେବାୟତ। ଏହାପରେ ଉଭୟେ ମନ୍ଦିରରେ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓଡ଼ିଶାର ସୁଖ ସମୃଦ୍ଧି କାମନା କରିଛନ୍ତି । ଦର୍ଶନ ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଖୁସି ପ୍ରକଟ କରିବା ସହିତ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ।...